www.samajalive.in
Saturday, December 6, 2025
26.1 C
Bhubaneswar

ହରଭଙ୍ଗାରୁ ଆଉ ୪ କରୋନା ଆକ୍ରାନ୍ତ ଚିହ୍ନଟ

ହରଭଙ୍ଗା : ଦୀର୍ଘଦିନ ବ୍ୟବଧାନପରେ ମଙ୍ଗଳବାର ହରଭଙ୍ଗା ବ୍ଲକ ଅଂଚଳରୁ ଆଉ ୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରେ ବ୍ଲକର ଚାରିଛକରୁ ଜଣେ, ଲୋକାପଡାରୁ ଜଣେ ଏବଂ ଛତ୍ରଙ୍ଗରୁ ୨ଜଣ ଚିହ୍ନଟ ହୋଇଛନ୍ତି । ବୌଦ୍ଧରେ ସଂକ୍ରମିତ ହାର ପୂରା କମ ରହିଥିବା ଏକ ଆଶ୍ୱସ୍ତିର ବିଷୟ। ମାତ୍ର କରୋନାକୁ ହାଲକା ଭାବେ ଗ୍ରହଣ କଲେ ଆଗକୁ ସଂକ୍ରମିତ ହାର ବୃଦ୍ଧି ଘଟିବା ଆଶଙ୍କା ରହିଛି। ଏଣୁ କରୋନା ପ୍ରତି ସର୍ତକ ରହି  ସମସ୍ତ ସରକାରୀ କଟକଣା ମାନି ମହାମାରୀକୁ ମୁକାବିଲା କରିବାକୁ  କୁହାଯାଉଛି।

Hot this week

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

Related Articles

Popular Categories