www.samajalive.in
Tuesday, December 9, 2025
26.1 C
Bhubaneswar

କରୋନା ପ୍ରଭାବ: ଅତ୍ୟନ୍ତ ଦାରିଦ୍ର ଅବସ୍ଥାରେ ଅଛନ୍ତି ୧୫ରୁ ୧୭ କୋଟି ଲୋକ

ନୂଆଦିଲ୍ଲୀ : କରୋନା ମହାମାରୀ ଯୋଗୁଁ ବିଶ୍ବର ବିଭିନ୍ନ ସ୍ଥାନର ଲୋକେ ଅତ୍ୟନ୍ତ ଦାରିଦ୍ରତା ମଧ୍ୟରେ ଜୀବନ ବିତାଉଛନ୍ତି। ବିଶ୍ବରେ ପ୍ରାୟ ୧୫ରୁ ୧୭ କୋଟି ଲୋକ ଅତ୍ୟନ୍ତ ଦାରିଦ୍ର ସୀମା ରେଖା ତଳେ ରହିଛନ୍ତି। ଜାତିସଂଘର ଜଣେ ବିଶେଷଜ୍ଞ ଏହି ତଥ୍ୟ ପ୍ରଦାନ କରିଛନ୍ତି।

ମିଳିତ ଜାତିସଂଘ ସାଧାରଣ ସଭାର ତୃତୀୟ କମିଟି (ସାମାଜିକ, ମାନବିକ ଏବଂ ସାଂସ୍କୃତିକ)କୁ ସଟର ପକ୍ଷରୁ ଏହି ବିଷୟରେ ସୂଚନା ଦିଆଯାଇଛି। କମିଟିର ପ୍ରତିନିଧୀମାନେ ଦରିଦ୍ର ବ୍ୟକ୍ତିଙ୍କ ଦୁର୍ଦଶା ବିଷୟରେ ବର୍ଣ୍ଣନା କରିଛନ୍ତି। ବିକାଶ ମଡେଲକୁ ପୁନର୍ବିଚାର କରିବା ପାଇଁ ସେମାନେ ମତବ୍ୟକ୍ତ କରିଛନ୍ତି।

- Advertisement -

ସେ ଆହୁରି ମଧ୍ୟ କହିଛନ୍ତି ଯେ ଅତ୍ୟଧିକ ଦାରିଦ୍ର୍ୟର ଶିକାର ହେବାକୁ ଥିବା ଅଧିକାଂଶ ଲୋକ ଶ୍ରମିକ ଶ୍ରେଣୀର ଏବଂ ସେମାନଙ୍କ ମଧ୍ୟରୁ ଅଧିକାଂଶ ମହିଳା ହେବେ। ଅର୍ଥନୈତିକ ସଂସ୍କାର ଗଠନ ପାଇଁ ପରିବେଶ ସ୍ଥିରତା ଏବଂ ସାମାଜିକ ନ୍ୟାୟକୁ ପୂର୍ବ ଆବଶ୍ୟକତା ଭାବରେ ବିବେଚନା କରାଯିବା ଉଚିତ ବୋଲି ସେ କହିଛନ୍ତି।

Hot this week

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

ପାନୀୟଜଳ ସମସ୍ୟା ଦୂର ପାଇଁ ନିର୍ମାଣ ହେଉଛି ୬,୬୪୬ ନୂତନ ନଳକୂପ

ସମାଜଲାଇଭ ଡେସ୍କ: ରାଜ୍ୟରେ ଆଗକୁ ଆସୁଥିବା ଖରାଦିନ ପୂର୍ବରୁ ପାନୀୟଜଳ ସମସ୍ୟା...

ଅଟୋକୁ ଧକ୍କା ଦେଇ ବାଇକ ଚାଳକ ମୃତ

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଲକ୍ଷ୍ମୀପୁର ଗାଁରେ ଅଟୋ କୁ...

Related Articles

Popular Categories