ଆଉ ୨,୭୭୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ : ଆରୋଗ୍ୟଙ୍କ ସଂଖ୍ୟା ୨,୩୫,୭୬୩କୁ ବୃଦ୍ଧି
ଭୁବନେଶ୍ବର : ବୁଧବାର ରାଜ୍ୟରୁ ଆଉ ୨,୭୭୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଫଳରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୨,୩୫,୭୬୩କୁ ବୃଦ୍ଧି ପାଇଛି। ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।
Another 2775 Covid patients have recovered and are being discharged on 14.10.2020
500 from Khordha
189 from Nuapada
183 from Cuttack
148 from Bargarh
136 from Kendrapara
123 from Anugul
117 from Jajapur
114 from Bhadrak
105 from Sambalpur
100 from Mayurbhanj
89 from Bolangir— H & FW Dept Odisha (@HFWOdisha) October 14, 2020
ଆଜି ଖୋର୍ଦ୍ଧାରୁ ସର୍ବାଧିକ ୫୦୦, ନୂଆପଡାରୁ ୧୮୯, କଟକରୁ ୧୮୩, ବରଗଡ଼ରୁ ୧୪୮, କେନ୍ଦ୍ରାପଡାରୁ ୧୩୬, ଅନୁଗୋଳରୁ ୧୨୩, ଯାଜପୁରରୁ ୧୧୭, ଭଦ୍ରକରୁ ୧୧୪, ସମ୍ବଲପୁରରୁ ୧୦୫, ମୟୂରଭଞ୍ଜ ଓ ଷ୍ଟେଟ ପୁଲରୁ ୧୦୦ ଜଣ ଲେଖାଏଁ ଏବଂ ବଲାଙ୍ଗୀରରୁ ୮୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।
79 from Keonjhar
73 from Nabarangpur
71 from Sundargarh
70 from Malkangiri
69 from Dhenkanal
67 from Baleswar
58 from Jagatsinghpur
48 from Kandhamal
47 from Sonepur
46 from Rayagada
43 from Puri
39 from Jharsuguda
39 from Kalahandi
35 from Koraput
30 from Nayagarh
23 from Ganjam— H & FW Dept Odisha (@HFWOdisha) October 14, 2020
ସେହିପରି କେନ୍ଦୁଝରରୁ ୭୯, ନବରଙ୍ଗପୁରରୁ ୭୩, ସୁନ୍ଦରଗଡ଼ରୁ ୭୧, ମାଲକାନଗିରିରୁ ୭୦, ଢେଙ୍କାନାଳରୁ ୬୯, ବାଲେଶ୍ବରରୁ ୬୭, ଜଗତସିଂହପୁରରୁ ୫୮, କନ୍ଧମାଳରୁ ୪୮, ସୁବର୍ଣ୍ଣପୁରରୁ ୪୭, ରାୟଗଡାରୁ ୪୬, ପୁରୀରୁ ୪୩, ଝାରସୁଗୁଡା ଓ କଳାହାଣ୍ଡିରୁ ୩୯ ଜଣ ଲେଖାଏଁ, କୋରାପୁଟରୁ ୩୫ ନୟାଗଡ଼ରୁ ୩୦ ଓ ଗଞ୍ଜାମରୁ ୨୩ ଜଣ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି।
20 from Deogarh
7 from Boudh
7 from Gajapati
100 from State PoolThe total recovered cases of Odisha now stand at 235763
— H & FW Dept Odisha (@HFWOdisha) October 14, 2020
ଅନ୍ୟପକ୍ଷରେ ଦେବଗଡ଼ରୁ ୨୦, ବୌଦ୍ଧ ଓ ଗଜପତିରୁ ୭ ଜଣ ଲେଖାଏଁ, କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଫଳରେ ରାଜ୍ୟରେ ସମୁଦାୟ ଆରୋଗ୍ୟଙ୍କ ସଂଖ୍ୟା ୨ ଲକ୍ଷ ୩୫ ହଜାର ୭୬୩କୁ ବୃଦ୍ଧି ପାଇଛି।
Comments are closed.