www.samajalive.in
Friday, December 12, 2025
17.1 C
Bhubaneswar

ଉଷୁମ ଖିର ସହ ଗୁଡ଼ ମିଶାଇ ପିଇଲେ ମିଳେ ଏହି ଆଶ୍ଚର୍ଯ୍ୟଜନକ ଲାଭ

ଖିରରେ ବହୁ ଭିଟାମିନ, ପୋଷକ ତତ୍ତ୍ୱ ରହିଛି। ଯାହା ଶରୀର ପାଇଁ ନିତ୍ୟାନ୍ତ ଆବଶ୍ୟକ। ମାତ୍ର ଆପଣ ଜାଣନ୍ତି କି ଉଷୁମ ଖିରରେ ଗୁଡ ମିଶାଇ ପିଇଲେ ସ୍ୱାସ୍ଥ୍ୟ ପାଇଁ ଖୁବ ହିତକାରକ ହୋଇଥାଏ। ଏହା ଶରୀରରୁ ବହୁ ରୋଗକୁ ଦୂର କରିଥାଏ। ସ୍ୱାସ୍ଥ୍ୟ ପାଇଁ ଏହାର ଆରଶ୍ଚର୍ଯ୍ୟଜନକ ଲାଭ ମଧ୍ୟ ରହିଛି। ଜାଣନ୍ତୁ ….
୧- ନିୟମିତ ଉଷୁମ ଖିରରେ ଗୁଡ଼ ପକାଇ ସେବନ ଦ୍ୱାରା ଶରୀରରୁ ଅନାବଶ୍ୟକ ପଦାର୍ଥ ନିର୍ଗତ ହୋଇଥାଏ।
୨- ଖିରରେ ଚିନି ବଦଳରେ ଗୁଡ଼ ବ୍ୟବହାର କରିବା ଦ୍ୱାରା ଓଜନ ନିୟନ୍ତ୍ରିତ ହୋଇଥାଏ।
୩- ଯଦି ଆପଣଙ୍କର ପାଚନ ଜନିତ ସମସ୍ୟା ରହୁଥାଏ, ତେବେ ଉଷୁମ ଖିରରେ ଗୁଡ ମିଶାଇ ପିଅନ୍ତୁ। ଏହାଦ୍ୱାରା ପେଟ ଜନିତ ଓ ପାଚନ ଜନିତ ବହୁ ସମସ୍ୟା ଦୂର ହୋଇଥାଏ।
୪- ନିୟମିତ ଛୋଟ ଗୁଡ଼ ଖଣ୍ଡ ଓ ଛୋଟ ଖଣ୍ଡ ଅଦା ମିଶାଇ ଖାଇଲେ , ଆଣ୍ଠୁଗଣ୍ଠି, ହାଡ଼ ଜନିତ ବହୁ ଯନ୍ତ୍ରଣା ଦୂର ହେବା ସହ ମଜଭୂତ ମଧ୍ୟ ହୋଇଥାଏ।
୫- ଉଷୁମ ଖିର ଓ ଗୁଡ଼ର ସେବନ ଦ୍ୱାରା ତ୍ୱଚା ନରମ ରହିବା ସହ ତ୍ୱଚା ଜନିତ ଅନେକ ସମସ୍ୟା ଦୂର ହୋଇଥାଏ।
୬- ଉଷୁମ ଖିରରେ ଗୁଡ଼ ମିଶାଇ ପିଇଲେ ଆପଣଙ୍କ କେଶ ମଧ୍ୟ ସୁସ୍ଥ ରହିଥାଏ।

Hot this week

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

ବାଇକ ସ୍କୁଟି ମୁହାଁମୁହିଁ ଧକ୍କା- ୩ ମୃତ ୨ ଗୁରୁତର

ପାଟଣା - ଶୁକ୍ରବାର ସନ୍ଧ୍ୟା ସାଢ଼େ ୬ଟା ସମୟରେ ଘଟଗାଁ ଥାନା...

Related Articles

Popular Categories