www.samajalive.in
Friday, December 12, 2025
27.1 C
Bhubaneswar

ରାଜ୍ୟରେ କରୋନା ଆରୋଗ୍ୟଙ୍କ ସଂଖ୍ୟା ୨ ଲକ୍ଷ ଟପିଲା, ଆଜି ସୁସ୍ଥ ହେଲେ ୪ ହଜାର ୧୦୮ ଆକ୍ରାନ୍ତ

ଭୁବନେଶ୍ବର : ରାଜ୍ୟରେ ରବିବାର ୨ ଲକ୍ଷ ପାର କରିଛି କରୋନା ଆରୋଗ୍ୟଙ୍କ ସଂଖ୍ୟା । ଆଜି ୪ ହଜାର ୧୦୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥିସହ ମୋଟ କରୋନା ଆରୋଗ୍ୟଙ୍କ ସଂଖ୍ୟା ୨ ଲକ୍ଷ ୦୨ ହଜାର ୩୦୨କୁ ବୃଦ୍ଧି ହୋଇଛି। ଏ ନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଛି।

- Advertisement -

ଆଜି ଆରୋଗ୍ୟ ହୋଇଥିବା କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୭୧୨ ଜଣ ସୁସ୍ଥ ହୋଇଛନ୍ତି। କଟକ- ୪୯୨, ଯାଜପୁର-୨୧୨, ଅନୁଗୁଳ- ୧୮୬ , ଝାରସୁଗୁଡା- ୧୫୪ ,ଜଗତସିଂହପୁର- ୧୪୩ , ମୟୁରଭଞ୍ଜ- ୧୩୯, ସମ୍ବଲପୁର-୧୩୯, ନୂଆପଡ଼ା- ୧୧୮, କଳାହାଣ୍ଡି- ୧୧୭, କେନ୍ଦୁଝର – ୧୧୭, ବାଲେଶ୍ୱର- ୧୧୬, ସୁନ୍ଦରଗଡ଼-  ୧୧୬, କେନ୍ଦ୍ରାପଡ଼ା- ୧୦୭, ନବରଙ୍ଗପୁର- ୮୯, ବଲାଙ୍ଗୀର- ୮୦, ଢେଙ୍କାନାଳ- ୭୫, କୋରାପୁଟ- ୭୩, ସୋନପୁର-୭୩, କନ୍ଧମାଳ- ୭୧, ଗଞ୍ଜାମ- ୬୭, ରାୟଗଡ଼ା-୬୪, ପୁରା- ୫୫, ନୟାଗଡ଼- ୫୦, ବୌଦ୍ଧ- ୪୪, ଗଜପତି- ୪୦, ମାଲକାନଗିରି- ୩୪, ଭଦ୍ରକ-୧୬, ଦେବଗଡ଼-୮, ଷ୍ଟେଟ ପୁଲ-୨୮୯ ଜଣ ସୁସ୍ଥ ହୋଇଛନ୍ତି।

 

 

Hot this week

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

ପୁଣି ୩ ଡିଗ୍ରୀ ଛୁଇଁଲା ପାରଦ

ଭୁବନେଶ୍ବର : ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ଉତ୍ତର-ପଶ୍ଚିମ...

ରାଜଧାନୀରେ ନାବାଳିକାକୁ ଦୁଷ୍କର୍ମ !

ଭୁବନେଶ୍ଵର : ଭୁବନେଶ୍ଵରରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ...

Related Articles

Popular Categories