ବିଜେପି ନେତା ଜୟନାରାୟଣଙ୍କୁ ଜାମିନ

0

କଟକ: ବନାବିରା ଗୁଳିକାଣ୍ଡ ମାମଲାରେ ଗିରଫ ହୋଇଥିବା ବିଜେପି ନେତା ଜୟନାରାୟଣ ମିଶ୍ରଙ୍କୁ ଆଜି ହାଇକୋର୍ଟ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି। ୫୦ ହଜାର ଟଙ୍କା ଲେଖାଏଁ ଦୁଇ ଜାମିନଦାରଙ୍କ ବଦଳରେ ତାଙ୍କୁ ଜାମିନ ମିଳିଛି । ଏହା ସହ ନିମ୍ନ ଅଦାଲତଙ୍କ ବିନା ଅନୁମତିରେ ବାହାରକୁ ନ ଯିବା ପାଇଁ ଜାମିନରେ ସର୍ତ୍ତ ରହିଛି ।

Leave A Reply