ରାଜ୍ୟରେ କରୋନା ନେଲା ଆଉ ୧୬ ଜୀବନ; ଖୋର୍ଦ୍ଧା ଜିଲାରୁ ୬ମୃତ
ଭୁବନେଶ୍ବର: ରାଜ୍ୟରେ ଶୁକ୍ରବାର କରୋନା ଆଉ ୧୬ ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୮୭୫କୁ ବୃଦ୍ଧି ହୋଇଛି। ଏ ନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଛି।
2. An 80-year old female of Balasore district who was also suffering from Diabetes & Hypertension.
3. A 47-year old male of Bargarh who was also suffering from Diabetes & Hypertension.
4. A 75-year old male of Bhubaneswar who was also suffering from Diabetes & Hypertension.
— H & FW Dept Odisha (@HFWOdisha) October 2, 2020
8. A 64-year old female of Cuttack district.
9. A 57-year old female of Cuttack district who was also suffering from Diabetes.
10. A 67-year old female of Jagatsinghpur district who was also suffering from Diabetes.
11. A 32-year old male of Kalahandi district.
— H & FW Dept Odisha (@HFWOdisha) October 2, 2020
15. A 62-year old male of Nayagarh district.
16. A 52-year old female of Nayagarh district who was also suffering from Diabetes.
— H & FW Dept Odisha (@HFWOdisha) October 2, 2020
ସୂଚନା ଅନୁଯାୟୀ, ଆଜି କରୋନାରେ ୧୬ ଜଣ ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୬ ଜଣଙ୍କ ମୃତ୍ୟୁ ଘଟିଛି । ଖୋର୍ଦ୍ଧା ଜିଲାରୁ ୬ ଜଣ ମୃତକଙ୍କ ମଧ୍ୟରୁ ଭୁବନେଶ୍ବରର ୪ ଜଣ ରହିଛନ୍ତି। ନୟାଗଡ ଜିଲାରୁ ୩ ଜଣଙ୍କର ମୃତ୍ୟୁ ହୋଇଛି। କଟକ ଓ ବାଲେଶ୍ବର ଜିଲାରୁ ୨ ଜଣ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ସେହିପରି ଜହତସିଂହପୁର, କଳାହାଣ୍ଡି ଓ ବରଗଡ଼ା ଜିଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।
Comments are closed.