www.samajalive.in
Thursday, December 11, 2025
15.1 C
Bhubaneswar

ରବିବାର ରାଶିଫଳ(୨୦ ସେପ୍ଟେମ୍ବର ୨୦୨୦)

ମେଷ: ପ୍ରଭୂତ ବିଦ୍ୟାର ଅଧିକାରୀ ହୋଇପାରନ୍ତି। ଯଶସ୍ୱୀ ହେବେ। ବିଳାସ-ବ୍ୟସନ କରିପାରନ୍ତି। ନିର୍ଭୟରେ କାର୍ଯ୍ୟ ସଂପାଦନ କରିବେ। ଜନ ସମର୍ଥନ ମିଳିବ। କର୍ମକ୍ଷେତ୍ରରେ ବିଜୟୀ ହେବେ। ବିଭିନ୍ନ ଦିଗରୁ ସାହାଯ୍ୟ ପାଇବେ।
ବୃଷ: ପୂର୍ବରୁ କରିଥିବା କାର୍ଯ୍ୟର ସଫଳତା ଆଜି ମିଳିବ। ପ୍ରତିଶୋଧ ପରାୟଣ ହୋଇପାରନ୍ତି। ବିଳାସ-ବ୍ୟସନରେ ସମୟ ଅତିବାହିତ କରିପାରନ୍ତି। ବସ୍ତ୍ରଭୂଷଣ ଲାଭ ହୋଇପାରେ। କାର୍ଯ୍ୟରେ ସିଦ୍ଧି ପ୍ରାପ୍ତ ହେବେ। ପଦୋନ୍ନତି ମିଳିପାରେ।
ମିଥୁନ: ଆଲୋଚନା ମାଧ୍ୟମରେ କାର୍ଯ୍ୟ କଲେ ସଫଳତା ମିଳିବ। ଦୀର୍ଘଦିନର ଆଶାପୂରଣ ହେବ। ଲକ୍ଷ୍ୟ ସ୍ଥଳରେ ପହଞ୍ଚି ପାରନ୍ତି। ସୁଖ-ଶାନ୍ତିରେ ସମୟ ଅତିବାହିତ ହେବ। ଧନବାନ୍‍ ହେବେ। ରଜତ ଧନରେ ଧନଶାଳୀ ହେବେ।
କର୍କଟ: କାର୍ଯ୍ୟ ହାସଲ କରିବାରେ ସକ୍ଷମ ହେବେ; ମାତ୍ର ବିଳମ୍ବରେ ଜିତେନ୍ଦ୍ରୀୟ ହେବେ। ପ୍ରବଳ ପରାକ୍ରମୀ ହେବେ। କୀର୍ତ୍ତିମାନ୍‍ ହେବେ। ଜନ ବଲ୍ଲଭରେ ପରିଗଣିତ ହୋଇପାରନ୍ତି। ପୁତ୍ର ସୁଖ ମିଳିବ। କର୍ମଚଞ୍ଚଳ ରହିବେ।
ସିଂହ: କାର୍ଯ୍ୟରେ ସଫଳତା ଲାଭ କରିବେ। ପ୍ରତିଯୋଗିତା ବିଜୟୀ ହେବେ। ପଦୋନ୍ନତି ମିଳିପାରେ। ସମ୍ମାନିତ ହେବେ। ସକଳ ଗୁଣର ହୋଇପାରନ୍ତି। ସୁଖ ଭୋଗ କରିବେ। କାବ୍ୟ ଶାସ୍ତ୍ରନୁରକ୍ତ ହୋଇପାରନ୍ତି।
କନ୍ୟା: ଶ୍ରେଷ୍ଠ ସମ୍ମାନରେ ସମ୍ମାନିତ ହେବେ। ଆଶାବାଦୀ ହୋଇପାରନ୍ତି। ପାରିବାରିକ ସୁଖ ମିଳିବ। ଚିନ୍ତାଧାରା ଉନ୍ନତମାନର ହେବ। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ସୁସ୍ଥ ଓ ନିରାମୟ ରହିବେ। କର୍ମକ୍ଷେତ୍ରରେ ସଫଳତା ମିଳିବ। ସୁଖୀ ହେବେ।
ତୁଳା: ମନ ସ୍କାମନା ପୂରଣ ହେବ। ଶ୍ରୀଚନ୍ଦ୍ର ଭୋଗ ହେତୁ ଖାଦ୍ୟ-ପେୟ ରୁଚିକର ହେବ। ଶାନ୍ତି ଓ ସନ୍ତୋଷ ମିଳିବ। ସର୍ବାଙ୍ଗୀନ ଉନ୍ନତି ହେବ। ଧନବାନ୍‍ ହେବେ। ଅପାର ଗୁଣର ଅଧିକାରୀ ହେବେ। ଉପାର୍ଜନକାରୀ ଓ ବଳିଷ୍ଠ ହେବେ।
ବିଛା: ବାକ୍‍ ଚାତୁରୀରେ ଅନ୍ୟମାନଙ୍କର ମନ କିଣି ପାରନ୍ତି। କେହି ପ୍ରତାରିତ କରିବାକୁ ଉଦ୍ୟମ କରିବେ; ମାତ୍ର ବିଫଳ ହେବେ। ଧନାଦି ଲାଭର ସୂଚନା ମିଳୁଛି। ବ୍ୟବସାୟରୁ ପ୍ରଚୁର ଲାଭ ହେବ। ବିଚକ୍ଷଣ ହେବେ। ସର୍ବଜାନାରୁକ୍ତ ହେବେ।
ଧନୁ: ପ୍ରତ୍ୟେକ କାର୍ଯ୍ୟରେ ପାରଙ୍ଗମ ହେଉଥିବାବେଳେ ମାତ୍ର ଗୋଟିଏ କାର୍ଯ୍ୟରେ ଅସୁବିଧା ଉପୁଜି ପାରେ। ସୁଖ-ସନ୍ତୋଷ ଲାଭ କରିବେ। ହସ ଖୁସିରେ ସମୟ ଅତିବାହିତ ହେବ। ସମସ୍ୟା ଦୂର ହେବ। ଭଲ ଆୟ ହେବ। ସରକାରୀ କୃପା ଲାଭ କରିବେ।
ମକର: ଯାହା ଇଚ୍ଛା ତାହା କରିବା ପାଇଁ ସମୟ ପ୍ରଶସ୍ତ ରହିଛି। କର୍ମକ୍ଷେତ୍ରରେ ସଫଳତା ମିଳିବ। ଉଚ୍ଚଆଶା ଫଳପ୍ରଦ ହେବ। କାର୍ଯ୍ୟର ସଫଳ ରୂପାୟନ କରିବାରେ ସିଦ୍ଧହସ୍ତ ହେବେ। ବନ୍ଧୁ ଦର୍ଶନ ଲାଭ କରିବେ। ସରକାରୀ ଅର୍ଥ ମିଳିବ।
କୁମ୍ଭ: ପରୋପକାରୀ ହେବେ। ପାରିିବାରିକ ସୁଖ ମିଳିବ। ବିଭିନ୍ନ ସୂତ୍ରରୁ ଧନପ୍ରାପ୍ତିର ସୂଚନା ମିଳୁଛି। ଦୟାଳୁ ସ୍ୱଭାବର ହେବେ। ଧର୍ମ-କର୍ମ ସଂପାଦନ କରିପାରନ୍ତି। ସାମର୍ଥ୍ୟର ପରିପ୍ରକାଶ ଘଟାଇପାରନ୍ତି। ଯାନବାହନ ସୁଖ ମିଳିବ। କର୍ମବୀର ହେବେ।
ମୀନ: ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ପ୍ରଭୂତ ବିତ୍ତର ଅଧିକାରୀ ହେବେ। ଯାନବାହନ ସୁଖ ମିଳିବ। ଅଷ୍ଟମ ଚନ୍ଦ୍ର ଭୋଗ ହେଉଥିବାରୁ ଜଳଯାତ୍ରା ଓ ଉଚ୍ଚସ୍ଥାନ ଆରୋହଣ ମନା। ଦାତା, ଭୋକ୍ତା, ଗୁଣବାନ୍‍, ଧନୀ ଓ ମାନୀ ହେବେ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories