www.samajalive.in
Saturday, December 13, 2025
26.1 C
Bhubaneswar

ରାକ୍ଷୀ ପୂର୍ଣ୍ଣିମା : ଆପଣାନ୍ତୁ ଏହି ଉପାୟ ମିଳିବ ଶୁଭଫଳ

ରକ୍ଷା ବନ୍ଧନ ବା ରାକ୍ଷୀପୂର୍ଣ୍ଣିମା ପର୍ବ ଶ୍ରାବଣ ମାସର ପୂର୍ଣ୍ଣିମା ଦିନ ପାଳନ କରାଯାଏ। ଏହି ଦିନ ଭାଇ ହାତରେ ଭଉଣୀ ରାକ୍ଷୀ ବାନ୍ଧିବା ସହ ପରସ୍ପର ପାଇଁ ପ୍ରାର୍ଥନା କରିଥାଆନ୍ତି। ଏହାସହ ଏହି ଦିନ କିଛି ଉପାୟ କରିବା ଦ୍ୱାରା ଦରିଦ୍ରତା ଦୂର ହୋଇଥାଏ ଓ ସୁଖସମୃଦ୍ଧି ପ୍ରାପ୍ତି ହୋଇଥାଏ ବୋଲି କୁହାଯାଏ। ଜାଣନ୍ତୁ ……
– ରକ୍ଷା ବନ୍ଧନ ଦିନ ପୂର୍ଣ୍ଣିମା ହୋଇଥାଏ। ଚନ୍ଦ୍ରମା ଶ୍ରାବଣ ନକ୍ଷତ୍ରରେ ରହିଥାଆନ୍ତି। ଏହି ଦିନ ଚନ୍ଦ୍ରମାଙ୍କର ପୂଜା କରିବା ଦ୍ୱାରା ବ୍ୟକ୍ତିଙ୍କୁ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ପ୍ରାପ୍ତି ହୋଇଥାଏ।
– ରାକ୍ଷୀ ପୂର୍ଣ୍ଣିମା ଦିନ ଭାଇକୁ ନିଜ ଭଉଣୀ ହାତରୁ ଏକ ଗୋଲାପି ରଙ୍ଗର କପଡ଼ାରେ ଚାଉଳ, ଗୁଆ ଓ ଏକ ଟଙ୍କା ନିଅନ୍ତୁ। ଏବେ ନିଜର ସକ୍ଷମ ଅନୁଯାୟୀ ଭଉଣୀକୁ ବସ୍ତ୍ର, ଟଙ୍କା କୌଣସି ଉପହାର ଦିଅନ୍ତୁ। ପୂର୍ବରୁ ରଖିଥିବା ଗୋଲାପି କପଡ଼ାକୁ ସଠିକ ସ୍ଥାନରେ ରଖି ଦିଅନ୍ତୁ। ଯେପରି ତାହା କାହା ନଜରରେ ଆସୁନଥିବ। ଏପରି ଉପାୟ କରିବା ଦ୍ୱାରା ଧନବୃଦ୍ଧି ହୋଇଥାଏ।
– ଚଳିତ ବର୍ଷ ରକ୍ଷାବନ୍ଧନ ଖୁବ ମହତ୍ୱପୂର୍ଣ୍ଣ। କାରଣ ଏହି ବର୍ଷ ନକ୍ଷତ୍ରମାନଙ୍କ ସ୍ଥିତି ବହୁତ ଶୁଭ। ଓ ସୋମବାରରେ ଏହି ପର୍ବ ପଡ଼ୁଛି। ଯାହା ଖୁବ ଦୁର୍ଲ୍ଲଭ ସଙ୍ଗମ। ତେଣୁ ରକ୍ଷାବନ୍ଧନ ଦିନ ଚନ୍ଦ୍ରଦେବ ଓ ପ୍ରଭୁ ଶିବଙ୍କର ପୂଜାକରିବା ଦ୍ୱାରା ଘରେ ସୁଖସମୃଦ୍ଧି ବୃଦ୍ଧି ହୋଇଥାଏ। ଶାନ୍ତି ରହିଥାଏ।
– ଭାଇଙ୍କୁ ନକରାତ୍ମକ ଶକ୍ତିରୁ ରକ୍ଷା କରିବାକୁ ତାଙ୍କ ମସ୍ତକ ଉପରେ ଏକ ଫିଟିକିିରିକୁ ୭ ଥର ବୁଲାଇ କୌଣସି ଚୁଲି କିମ୍ବା ରାସ୍ତା ଉପରେ ପକାଇ ଦିଅନ୍ତୁ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories