www.samajalive.in
Monday, December 8, 2025
24.1 C
Bhubaneswar

ସୁନ୍ଦର ତ୍ୱଚାର ରହସ୍ୟ : ଏହି ୩ଟି ଜିନିଷ

ବେସନର ପ୍ରସ୍ତୁତ ଖାଦ୍ୟ ଖାଇବାକୁ ଯେପରି ସୁଆଦିଆ । ତ୍ୱଚା ପାଇଁ ଏହାର କିଛି ଏଭଳି ବ୍ୟବହାର ରହିଛି ଯାହାକୁ ଆପଣେଇବା ଦ୍ୱାରା ମୁହଁର ବହୁ ସମସ୍ୟା ଦୂର ହୋଇଥାଏ। ମୁହଁରେ ଥିବା ବିଭିନ୍ନ ଦାଗ, ବ୍ରଣ, ଆଖିତଳ କଳା ପଡ଼ିବା ଏହା ମୁହଁର ପ୍ରଧାନ ସମସ୍ୟା। ଏହି ସବୁ କାରଣରୁ ମୁହଁର ସୌନ୍ଦର୍ୟ୍ୟ ନଷ୍ଟ ହୋଇଯାଏ। କିଛି ସହଜ ଘରୋଇ ଉପାୟ ଦ୍ୱାରା ଆମେ ଏହି ସମସ୍ୟାରୁ ମୁକ୍ତି ପାଇବା ସହ ମୁହଁ ସୁନ୍ଦରତା ମଧ୍ୟ ବଜାୟ ରଖିପାରିବା। ମୁହଁ ପାଇଁ ବେସନ ଖୁବ ଉପକାରୀ। ଏଥିରେ ଭିଟାମିନ ଏ, ମିନେରାଲସ ରହିଛି ଯାହା ଆଖି ତଳେ ଥିବା କଳା ଦାଗ ସହ ମୁହଁର ବିଭିନ୍ନ ଦାଗକୁ ମଧ୍ୟ ଦୂର କରିଥାଏ। ମୁହଁକୁ ଉଜ୍ୱଳ ଓ ସୁନ୍ଦର କରିଥାଏ। ଜାଣନ୍ତୁ , ମୁହଁ ପାଇଁ କିପରି ବେସନର ବ୍ୟବହାର କରିବେ……
ବେସନ , କ୍ଷୀର ଓ ଦହି –
ବେସନରେ କ୍ଷୀର, ଦହି , ଅଳ୍ପ ହଳଦୀ ମିଶାଇ ଏହାକୁ ମୁହଁରେ ଲଗାନ୍ତୁ। ୨୦ ରୁ ୨୫ ମିନିଟ ମୁହଁରେ ଲଗାଇବା ପରେ ଧୋଇ ଦିଅନ୍ତୁ। ଏହା ମୁହଁର ଦାଗକୁ ଦୂର କରିବା ସହ ମୁହଁର ରଙ୍ଗ ଗୋରା କରିଥାଏ।
ଟମାଟୋ ରସ ଓ ବେସନ –
ଟମାଟୋରେ ଆଣ୍ଟି ଅକ୍ସାଇଡ଼ ରହିଥାଏ। ଯାହା ମୁହଁକୁ ଉଜ୍ୱଳ ଓ ସୁନ୍ଦର କରେ। ଟମାଟୋ ରସ ସହ ବେସନ ମିଶାଇ ଲଗାଇବା ଦ୍ୱାରା ଆଖିତଳେ ଥିବା କଳା ଦାଗ ଦୂର ହୋଇଥାଏ। ୨୦ ରୁ ୨୫ ମିନିଟ ଏହାକୁ ଲଗାଇ ପାଣିରେ ଧୋଇଦେବେ।

Hot this week

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

Related Articles

Popular Categories