www.samajalive.in
Thursday, December 11, 2025
16.1 C
Bhubaneswar

ରୂପେଲୀ ପରଦାରେ ଚମକିବ ବାହୁବଲୀ ଷ୍ଟାର ଓ ଡ଼ିମ୍ପଲ ଗର୍ଲଙ୍କ ଯୋଡ଼ି

ମୁମ୍ବଇ : ରୂପେଲୀ ପରଦାରେ ବାହୁବଲୀ ସୁପରଷ୍ଟାର ଓ ବଲିଉଡ଼ର ଡ଼ିମ୍ପଲ ଗର୍ଲ ଭାବେ ପରିଚିତ ଦୀପିକା ପାଦୁକୋନ ଙ୍କ ଯୋଡ଼ି ଚମକିବ।  ଦୀପିକା ଓ ପ୍ରଭାସଙ୍କ ଯୋଡ଼ି ରୂପେଲୀ ପରଦାରେ ନଜର ଆସିବାର ରହିଛି। ଏହି ଚଳଚ୍ଚିତ୍ରଟି ତେଲୁଗରେ ହେବ। ଯାହାକୁ ହିନ୍ଦୀ ଓ ତାମିଲରେ ମଧ୍ୟ ଡ଼ଭ (ଚଳଚ୍ଚିତ୍ର ଭାଷାକୁ ଅନ୍ୟ ଭାଷାରେ ଅନୁବାଦ କରିବା)କରାଯିବ। ଏହା ସାଇନ୍ସ ଫିକ୍ସିଅନ ଚଳଚ୍ଚିତ୍ର ହୋଇପାରେ। ନାଗ୍ ଅଶ୍ୱୀନ ଏହି ଚଳଚ୍ଚିତ୍ରର ନିଦର୍ଶନ (ଉପଦେଶ ଭାର) ଭାର ଗ୍ରହଣ କରିବେ।
ଚଳଚ୍ଚିତ୍ର ନିର୍ମାତାମାନଙ୍କ ଠାରୁ ଏଥିପାଇଁ ପ୍ରଭାସଙ୍କୁ ୫୦ କୋଟି ଓ ଦୀପିକା ମେଗାବଜେଟ ଚଳଚ୍ଚିତ୍ର ପାଇଁ ୨୦ କୋଟି ନେଇ ପାରନ୍ତି ବୋଲି ଚର୍ଚ୍ଚା ହେଉଛି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories