www.samajalive.in
Monday, December 8, 2025
13.1 C
Bhubaneswar

ବାରମ୍ବାର କାର୍ଯ୍ୟରେ ଅସଫଳତା ଦେଖାଦେଲେ ଆପଣାନ୍ତୁ ଏହି ଉପାୟ

ଆମ ଚାରିପାଖରେ ନକରାତ୍ମକ ଶକ୍ତି ବୃଦ୍ଧି ପାଇଲେ ଏହାର ପ୍ରଭାବ ଆମ ଜୀବନ ଉପରେ ପଡ଼ିଥାଏ। ବାରମ୍ବାର ଚେଷ୍ଟା କଲେ ମଧ୍ୟ କାର୍ଯ୍ୟରେ ସଫଳତା ମିଳିପାରି ନଥାଏ। ଏହାର ଏକ ପ୍ରମୁଖ କାରଣ ବାସ୍ତୁ ଦୋଷ ହୋଇପାରେ। ଏହି ଉପାୟ ଜୀବନ ବଂଚିବାର ପ୍ରେରଣା ଦେବା ସହ ସକରାତ୍ମକ ଶକ୍ତି ଆଣିଥାଏ। ଜାଣନ୍ତୁ……..
– ନିୟମିତ ପ୍ରଭୁ ଶିବଙ୍କ ସ୍ତୁତି, ମହାମୃତ୍ୟୁଞ୍ଜୟ ମନ୍ତ୍ର ପାଠ କରନ୍ତୁ। ଜଳାଭିଷେକ କରନ୍ତୁ। ଅଳ୍ପ ଚାଉଳ, ଗହମ, ମୁଗ, ବାଜରା ଦାନ କରନ୍ତୁ।
– ପକ୍ଷୀଙ୍କୁ ଦାନା ଖୁଆନ୍ତୁ।
– ସ୍ନାନ ଜଳରେ ଲୁଣ ପକାଇ ସ୍ନାନ କରନ୍ତୁ।
– ନିୟମିତ ଠାକୁରଙ୍କ ନିକଟରେ ଦୀପ , ଧୂପ ଅର୍ପଣ କରନ୍ତୁ।
– ଘରର କବାଟ, ଝରକାକୁ ସଫା ରଖନ୍ତୁ। ଯେପରି ଘରେ ପ୍ରତିଦିନ ସୂର୍ଯ୍ୟ କିରଣ ପଡ଼ିବ ସେଥିପ୍ରତି ଧ୍ୟାନ ଦିଅନ୍ତୁ।
– ମାସକୁ ଥରେ ଚେଷ୍ଟା କରି ଘରେ ହୋମ କରନ୍ତୁ।
– ଘରର ଅଗଣାରେ ତୁଳସୀ ବୃକ୍ଷ ଲଗାନ୍ତୁ।
– ଶନିବାର ଦିନ ଅସହାୟଙ୍କୁ ବସ୍ତ୍ର ଓ ଭୋଜନ ଦାନ କରନ୍ତୁ।
– ଘରେ ଅଯଥାରେ ପାଟିତୁଣ୍ଡ କରନ୍ତୁ ନାହିଁ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories