www.samajalive.in
Saturday, December 13, 2025
14.1 C
Bhubaneswar

ଭାରତରେ ମଦ ହୋମ୍ ଡେଲିଭରୀ କରିବ ଆମାଜନ

ନୂଆଦିଲ୍ଲୀ : ଜୋମାଟୋ, ସ୍ବିଗି ଏବଂ ବିଗ୍ ବାସ୍କେଟ୍ ଭଳି କମ୍ପାନୀଗୁଡିକ ଦେଶର ଅନେକ ସହରରେ ମଦ ହୋମ ଡେଲିଭରୀ କରୁଛନ୍ତି। ଖବର ମୁତାବକ, ଏବେ ଆମାଜନ ଭାରତରେ ମଦ ହୋମ୍ ଡେଲିଭରୀ କରିବାକୁ ଯାଉଛି। ପଶ୍ଚିମବଙ୍ଗରୁ ଆମାଜନ ପ୍ରଥମେ ମଦ ହୋମ୍ ଡେଲିଭରୀ ଆରମ୍ଭ କରିବ।କୁ ଥିବା ସୂଚନା ମିଳିଛି।
ଆମାଜନ ବ୍ୟତୀତ ବିଗ୍ ବାସ୍କେଟ୍ ମଧ୍ୟ ପଶ୍ଚିମବଙ୍ଗରେ ମଦ ହୋମ୍ ଡେଲିଭରୀ କରିବ। ପାଇଁ ରାଜ୍ୟ ସହ ବୁଝାମଣାତ୍ର ସ୍ୱାକ୍ଷର କରିଛି।

Hot this week

ସାବଧାନ, ଅଣ୍ଡା ଖାଇଲେ ହେଉଛି କ୍ୟାନସର!

ଶୀତ ଋତୁରେ ଅଧିକାଂଶ ଲୋକ ଅଣ୍ଡା ଖାଆନ୍ତି। ଅଣ୍ଡାରେ ପ୍ରୋଟିନ୍, କ୍ୟାଲସିୟମ୍...

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

Related Articles

Popular Categories