www.samajalive.in
Saturday, December 13, 2025
26.1 C
Bhubaneswar

ବିଧାୟିକା ଭାବେ ଶପଥ ନେଲେ ରୀତା ସାହୁ

ଭୁବନେଶ୍ୱର: ବିଜେପୁରରେ ନବ ନିର୍ବାଚିତ  ବିଜେଡି ପ୍ରାର୍ଥୀ ରୀତା ସାହୁ ବିଧାୟିକା ଭାବେ ଶପଥ ନେଇଛନ୍ତି । ମଙ୍ଗଳବାରରେ ଓଡିଶା ବିଧାନସଭାର ବାଚସ୍ପତି  ପ୍ରଦୀପ କୁମାର ଆମାତ ତାଙ୍କୁ ପଦ ଓ ଗୋପନୀୟତାର  ଶପଥ ପାଠ କରାଇଛନ୍ତି । ବାଚସ୍ପତିଙ୍କ  ପ୍ରକୋଷ୍ଠରେ ରୀତା ସାହୁ ଶପଥ ଗ୍ରହଣ କରିଛନ୍ତି ।

ଶପଥ ଗ୍ରହଣ ସମୟରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ସ୍ନେହାଙ୍ଗୀନ ଛୁରିଆ,  ନିରଞ୍ଜନ ପୁଜାରୀ, ବରିଷ୍ଠ ନେତା ଦେବୀ ମିଶ୍ର  ପ୍ରମୁଖ ଉପସ୍ଥିତ ଥିଲେ ।

- Advertisement -

ବିଜେପୁରରେ ଅନୁଷ୍ଟିତ ଉପ ନିର୍ବାଚନରେ ରୀତା ସାହୁ ବିଜେପିର ପ୍ରାର୍ଥୀ ଅଶୋକ ପାଣିଗ୍ରାହୀଙ୍କୁ ୪୦ ହଜାରରୁ ଊର୍ଦ୍ଧ୍ୱ ଭୋଟରେ ପରାସ୍ତ କରିଛନ୍ତି ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories