www.samajalive.in
Monday, December 8, 2025
24.1 C
Bhubaneswar

ଘ୍ରାଣ ଶକ୍ତି କମିଲେ ଓ ଖାଦ୍ୟର ସ୍ବାଦ ପରଖି ନ ପାରିଲେ କରିବାକୁ ପଡ଼ିପାରେ କରୋନା ପରୀକ୍ଷା

ନୂଆଦିଲ୍ଲୀ: ଦିନକୁ ଦିନ କରୋନା ଭୂତାଣୁର ନୂଆ ନୂଆ ଲକ୍ଷଣ ସାମ୍ନାକୁ ଆସୁଛି। ଥଣ୍ଡା, କାଶ, ଜ୍ବର, ଶ୍ବାସକ୍ରିୟାରେ କଷ୍ଟ ଅନୁଭବ କରିବା ଆଦି କରୋନାର ଲକ୍ଷଣ ବୋଲି କୁହାଯାଇଛି। କିନ୍ତୁ ଏବେ ଅନେକ ମାମଲାରେ ଦେଖାଯାଉଛି ଯେ, ରୋଗୀଙ୍କର ଘ୍ରାଣ ଶକ୍ତି ହ୍ରାସ ପାଉଛି ଏବଂ ସେମାନେ ଖାଦ୍ୟର ସ୍ବାଦ ପରଖି ପାରୁନାହାନ୍ତି। ତେଣୁ ଏହି ଦୁଇଟି ଲକ୍ଷଣକୁ କୋଭିଡ-୧୯ ଟେଷ୍ଟରେ ସାମିଲ କରାଯାଇପାରେ। ଅର୍ଥାତ୍‌ କୌଣସି ବ୍ୟକ୍ତିଙ୍କ ଘ୍ରାଣ ଶକ୍ତି କମିଲେ କିମ୍ବା ଖାଦ୍ୟର ସ୍ବାଦ ପରଖି ନ ପାରିଲେ ସେ କରୋନା ପରୀକ୍ଷା କରିପାରିବେ।

ଇଣ୍ଡିଆନ କାଉନସିଲ ଅଫ୍‌ ମେଡିକାଲ ରିସର୍ଚ୍ଚ(ଆଇଏମସିଆର)ରେ କରୋନା ମୁକାବିଲା ପାଇଁ ଗଠିତ ରାଷ୍ଟ୍ରୀୟ ଟାସ୍କଫୋର୍ସ ଦ୍ବାରା ଏହି ପ୍ରସଙ୍ଗ ଉଠାଯାଇଛି। ପ୍ୟାନେଲର ଜଣେ ସଦସ୍ୟ ନାମ ଗୋପନ ରଖି କହିଛନ୍ତି, ବର୍ତ୍ତମାନ ଏହି ପ୍ରସଙ୍ଗ ଉପରେ ଆଲୋଚନା ଜାରି ରହିଛି। କୌଣସି ନିଷ୍ପତ୍ତି ଗ୍ରହଣ କରାଯାଇ ନାହିଁ।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories