www.samajalive.in
Thursday, December 11, 2025
13.1 C
Bhubaneswar

ଭିଏସ୍‌ଏସ୍‌ନଗରରେ ଆଶାକର୍ମୀ, ଅଙ୍ଗନୱାଡ଼ି ଦିଦିଙ୍କୁ ଦିଆଗଲା କରୋନା ଯୋଦ୍ଧା ସମ୍ବର୍ଦ୍ଧନା

ଭୁବନେଶ୍ବର: ଭିଏସ ସନଗର ଟିମ୍ ପ୍ରକାଶ ତ୍ରିପାଠୀ ଓ ଯୁବ ଛାତ୍ର ସଂଗଠନ ଜୟ ମା ୟୁଥ୍ କ୍ଲବ୍ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ କ୍ରମେ ଓ ବିଧାୟକ ସୁଶାନ୍ତ କୁମାର ରାଉତଙ୍କ ମାର୍ଗଦର୍ଶନରେ କରୋନା ଯୋଦ୍ଧାଙ୍କୁ ଉତ୍ସାହିତ କରିବା ପାଇଁ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଥିଲା। ତାରିଣୀ ମନ୍ଦିର ପରିସର ଓ ପ୍ରଭୁଜୀ ଇଂଲିଶ୍‌ ମିଡ଼ିୟମ୍ ସ୍କୁଲ ନିକଟ ପାର୍କରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅଶାକର୍ମୀ, ସଫେଇ କମଚାରୀ, ଅଙ୍ଗନୱାଡ଼ି ଦିଦି, ସହାୟିକା ସ୍ବାସ୍ଥ୍ୟକର୍ମୀ ଆଦି କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା। କାର୍ଯ୍ୟକ୍ରମରେ ବରିଷ୍ଠ ବିଜେଡି ନେତା ସତ୍ୟବ୍ରତ ପାତ୍ର, ସ୍ମୃତି ରଞ୍ଜନ ନନ୍ଦ, ଡ.ପ୍ରକାଶ ତ୍ରିପାଠୀ, ବରିଷ୍ଠ ନାଗରିକ ଇଂ.ଶିବ ପ୍ରସାଦ ମିଶ୍ର, ସୌମ୍ୟ ରଞ୍ଜନ ପ୍ରଧାନ, ଦୀପକ ନାୟକ, ନରେନ୍ଦ୍ର ବିଶ୍ବାଳ, ଶିବାନନ୍ଦ ତାଡ଼,ଅନନ୍ତ ରେଡ୍ଡୀ,ଅକ୍ଷୟ ସ୍ୱାଇଁ,ସୁଶାନ୍ତ ମୁଦୁଲି, ବିନୋଦ ସାହୁ, ମହିଳା ବିଜେଡି ନେତ୍ରୀ ମନୋରମା ସିଂପାତ୍ର, ଇସା ମହାନ୍ତି, ସୁଚିତ୍ରା ବେହେରା, ପୁଷ୍ପଲତା ନାୟକ, ପୁଷ୍ପଲତା ରାଉଳ,ଦ୍ରୌପଦୀ ଦେବୀ, ସର୍ବାଜିତ୍ ସାହୁ, ସ୍ନେହଲତା ମୁଦୁଲି , ସବନମ ବେଗମ ପ୍ରମୁଖ ଯୋଗଦେଇଥିଲେ। ନମ୍ବର ୧୧ ଓ ୧୭ ଅନ୍ତର୍ଗତ ଭିଏସସନଗର, ପଥରବନ୍ଧ ଅଞ୍ଚଳର ସମସ୍ତ ଅଙ୍ଗନବାଡ଼ି ଦିଦି, ସହାୟିକା ଓ ଆଶାକର୍ମୀ ଓ ଶତାଧିକ ଜନସାଧାରଣ ସହଯୋଗ କରିଥିଲେ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories