www.samajalive.in
Wednesday, December 10, 2025
26.1 C
Bhubaneswar

କୋଭିଡ୍ -୧୯ ନିୟନ୍ତ୍ରଣ ପାଇଁ ବୈଜ୍ଞାନିକଙ୍କ ନୂଆ ଫର୍ମୁଲା : ’୫୦ ଦିନ ସଂମ୍ପୂର୍ଣ୍ଣ ଲକଡାଉନ୍, ୩୦ ଦିନ କୋହଳ’

କେମ୍ବ୍ରିଜ୍ : କରୋନା ଭୂତାଣୁର ସଠିକ୍ ଉପଶମ ପଦ୍ଧତି ନ ବାହାରିବା ପର୍ଯ୍ୟନ୍ତ ଦେଶଗୁଡିକ ’୫୦ ଦିନ ସଂମ୍ପୂର୍ଣ୍ଣ ଲକଡାଉନ୍, ୩୦ ଦିନ କୋହଳ’ ଫର୍ମୁଲା ଗ୍ରହଣ କରିବା ଉଚିତ୍ । କେମ୍ବ୍ରିଜ୍ ବିଶ୍ୱବିଦ୍ୟାଳୟର ଭାରତୀୟ ବଂଶୋଦ୍ଭବ ଗବେଷକ ରାଜୀବ ଚୌଧୁରୀ ଏବଂ ତାଙ୍କ ଟିମ୍ ଏହି ପରାମର୍ଶ ଦେଇଛନ୍ତି ।
ଅଧ୍ୟୟନ ଅନୁଯାୟୀ,  ୫୦ ଦିନ ପାଇଁ  ସଂମ୍ପୂର୍ଣ୍ଣ କଡାକଡି ଭାବେ ଲକଡାଉନ୍ ଲାଗୁ କରାଯିବା ଉଚିତ୍ । ଯେଉଁଥିରେ କୌଣସି କୋହଳ କରା ନଯାଉ । ଏହାପରେ, ସାମାଜିକ ଦୂରତା ଏବଂ ଅନ୍ୟାନ୍ୟ ନିୟମ ସହିତ ୩୦ ଦିନ ପାଇଁ ଲକଡାଉନ୍ କୋହଳ କରାଯିବା ଉଚିତ । ଅତି କମରେ ଦେଢ ବର୍ଷ ପାଇଁ ଏହି ପଦ୍ଧତି ଗ୍ରହଣ କରାଯିବା ଉଚିତ୍ ।
ଏହାଦ୍ୱାରା ଲୋକମାନେ କରୋନା ଜୀବାଣୁ ଦ୍ୱାରା ଆକ୍ରାନ୍ତ ହେବାର ସମ୍ଭାବନାକୁ ହ୍ରାସ କରିହେବ ଏବଂ ଅର୍ଥନୀତି ମଧ୍ୟ ଧୀରେ ଧୀରେ ଗତିଶୀଳ ହେବ। ୟୁରୋପୀୟ ଜର୍ଣ୍ଣାଲ ଅଫ୍ ଏପିଡେମୋଲୋଜିରେ ପ୍ରକାଶିତ ଏହି ଅଧ୍ୟୟନରେ କୁହାଯାଇଛି ଯେ, ବିଶ୍ବର ବିଭିନ୍ନ ଦେଶର ସରକାର ଏହି ଫର୍ମୁଲା ଗ୍ରହଣ କଲେ ହାରାହାରି ୦.୮ ପର୍ଯ୍ୟନ୍ତ ଏହି ଭୂତାଣୁ ସଂକ୍ରମଣକୁ ରୋକା ଯାଇପାରିବ।

Hot this week

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

ହୃଦୟ ହ୍ୟାକ୍‌ କରନ୍ତି ମୋଦୀ

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ସମୟରେ, ବିଜେପି ସାଂସଦ କଙ୍ଗନା...

ଭାରତରେ ନିବେଶ ପାଇଁ ମୋଦୀଙ୍କ ସହ ଆଲୋଚନା କଲେ ମାଇକ୍ରୋସଫ୍ଟ ସିଇଓ

ସମାଜ ଲାଇଭ ଡ଼େସ୍କ : ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା କହିଛନ୍ତି...

ଏହି ଦେଶରେ ବ୍ୟାନ୍ ହେଲା ସୋସିଆଲ ମିଡିଆ

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆରେ ବ୍ୟାନ୍ ହେଲା ସୋସିଆଲ ମିଡିଆ। ଅଷ୍ଟ୍ରେଲିଆ...

ଭକ୍ତଙ୍କ ନେତୃତ୍ୱକୁ ମୋକିମଙ୍କ ଖୋଲା ଚ୍ୟାଲେଞ୍ଜ: ସୋନିଆଙ୍କୁ ଲେଖିଲେ ଚିଠି

ସମାଜ ଡିଜିଟାଲ ଡେସ୍କ: ପିସିସି ସଭାପତି ଭକ୍ତ ଦାସଙ୍କ ନେତୃତ୍ୱକୁ ନେଇ...

Related Articles

Popular Categories