www.samajalive.in
Saturday, December 13, 2025
17.1 C
Bhubaneswar

କରୋନା ସଫଳତା – ସୁସ୍ଥ ହେଲେଣି ୩ ହଜାର ୮୭୦

ସମାଜ ପୋର୍ଟାଲ ଡେସ୍କ: ଦେଶରେ ଗତ ୨୪ ଘଣ୍ଟା ଭିତରେ ଆଉ କେତେ ଜଣ ସଂକ୍ରମିତ ସୁସ୍ଥ ହେବା ପରେ ମୋଟ ୩ ହଜାର ୮୭୦ ଜଣ ସଂକ୍ରମିତ ବ୍ୟକ୍ତି ସୁସ୍ଥ ହୋଇସାରିଛନ୍ତି। ସେହିପରି ୧ହଜାର ୩୮୩ଜଣ ନୂଆ ଲୋକ କରୋନା ଭୂତାଣୁରେ ସଂକ୍ରମିତ ହେବା ସହ ମୋଟ୍‍ ସଂକ୍ରମିତ ଲୋକଙ୍କ ସଂଖ୍ୟା ୧୯ ହଜାର ୯୮୪ରେ ପହଞ୍ଚିଛି। ଗତ ୨୪ ଘଣ୍ଟା ଭିତରେ ଆଉ ୫୦ଜଣ ସଂକ୍ରମିତ ବ୍ୟକ୍ତିଙ୍କର ମୃତ୍ୟୁ ଘଟିବା ସହ ଏ ଜନିତ ମୃତ୍ୟୁ ସଂଖ୍ୟା ୬୪୦ରେ ପହଞ୍ଚିଛି। ଭାରତୀୟ ଡାକ୍ତରୀ ଗବେଷଣା ପରିଷଦ – ଆଇସିଏମ୍‍ଆର୍‍ କହିଛି ଯେ ଏପର୍ଯ୍ୟନ୍ତ ୪ଲକ୍ଷ ୬୨ ହଜାର ୬୨୦ ନମୁନାର ପରୀକ୍ଷା କରିସାରିଲାଣି।

ଗତକାଲି ୨୬ ହଜାର ୯୪୩ଟି ନମୁନାର ପରୀକ୍ଷା କରାଯାଇଛି। ଆଇସିଏମ୍‍ଆର୍‍ କୋଭିଡ-୧୯ ସଂକ୍ରମିତ ବ୍ୟକ୍ତିମାନଙ୍କ ନମୁନା ପରୀକ୍ଷା ପାଇଁ ଏହାର ପରୀକ୍ଷାଗାର ଗୁଡ଼ିକର ସଂଖ୍ୟା ବୃଦ୍ଧି କରିବା ଜାରି ରଖିଛି। ଏଥିପାଇଁ ୨୧୭ଟି ସରକାରୀ ପରୀକ୍ଷାଗାର ଓ ୮୭ଟି ବେସରକାରୀ ପରୀକ୍ଷାଗାରକୁ ଅନୁମତି ଦିଆଯାଇଛି। କୋଭିଡ ନାଇଣ୍ଟିନ୍‍ର ନିଦାନ ପାଇଁ ୩୪ଟି ପିସିଆର୍‍ କିଟ୍‍କୁ ମଧ୍ୟ ଆଇସିଏମ୍‍ଆର୍‍ ଅନୁମତି ପ୍ରଦାନ କରିଛି।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories