www.samajalive.in
Thursday, December 11, 2025
16.1 C
Bhubaneswar

ଜାପାନ ଦ୍ବିପପୁଞ୍ଜରେ ଭୂମିକମ୍ପ ଅନୁଭୂତ

ନୂଆଦିଲ୍ଲୀ : ଜାପାନ୍‌ର ଓଗାସାୱାରା ଦ୍ବିପପୁଞ୍ଜ ଦକ୍ଷିଣ ଭାଗରେ ଶନିବାର ଭୂମିକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ଦିବ୍ରତା ୬.୦. ରେକର୍ଡ଼ କରାଯାଇଛି। ଏହି ଭୂଭିକମ୍ପରେ କୌଣସି ଧନଜୀବନ ହାନି ହୋଇନାହିଁ ବୋଲି ଜାପାନ ମେଟ୍ରୋଲୋଜିକାଲ୍‌ ଏଜେନ୍ସି ସୂଚନା ଦେଇଛି।

ପ୍ରଶାନ୍ତ ମହାସାଗର ମଧ୍ୟଭାଗରେ ଭୂକମ୍ପ ଅନୁଭୂତ ହୋଇଥିଲା, ଯାହା ଶିଜୋକାଠାରୁ ପ୍ରାୟ ୮୮୫ କିଲୋମିଟର ଦୂରରେ ଅବସ୍ଥିତି ଏବଂ ଓଗାସାୱାରା ଦ୍ବିପପୁଞ୍ଜ ଦକ୍ଷିଣରେ ରହିଛି। ଏହି ଭୂମିକମ୍ପ ୪୯୦ କିଲୋମିଟର ପର୍ଯ୍ୟନ୍ତ କେନ୍ଦ୍ରୀଭୂତ ହୋଇଥିଲା। ତେବେ ସୁନାମୀ ଆଶଙ୍କା ଦେଖାଦେଇନଥିଲା।

Hot this week

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

Related Articles

Popular Categories