www.samajalive.in
Sunday, December 14, 2025
23.1 C
Bhubaneswar

କରୋନା ଭାଇରସ୍ : ସଂକ୍ରମଣରୁ ବର୍ତ୍ତିବାର ଉପାୟ !

ସମଗ୍ର ବିଶ୍ବରେ କରୋନା ଭାଇରସ୍ କାୟା ବିସ୍ତାର କରିଥିବା ବେଳେ ଏହାକୁ ରୋକିବା ଏବେ ଚିନ୍ତାର ବିଷୟ ପାଲିଟିଛି। କରୋନା ଭାଇରସ୍ ବିପଦକୁ ଦୃଷ୍ଟିରେ ରଖି ଆମକୁ ସତର୍କତା ଅବଲମ୍ବନ କରିବାକୁ ପଡିବ। ଏଥିରୁ ବର୍ତ୍ତିବା ପାଇଁ କିଛି ସାବଧାନତା ଆପଣାଇବାକୁ ଡାକ୍ତରମାନେ ପରାମର୍ଶ ଦେଉଛନ୍ତି। ତେବେ ଆସନ୍ତୁ ଜାଣିବା ସେହି ସାବଧାନତାଗୁଡିକ ବିଷୟରେ……

ବାରମ୍ବାର ଆଖି, ନାକ ଏବଂ ପାଟି ଛୁଇଁବା ଠାରୁ ଦୂରେଇ ରୁହନ୍ତୁ।

- Advertisement -

ସର୍ବସାଧାରଣ ସ୍ଥାନକୁ ଯିବା ପୂର୍ବରୁ ଏନ୍-୯୫ (N-95) ମାସ୍କ ପିନ୍ଧନ୍ତୁ।

ସଂକ୍ରମିତ ଲୋକଙ୍କଠାରୁ ଦୂରରେ ରୁହନ୍ତୁ।

ଥଣ୍ଡା, ଜ୍ୱର ଏବଂ ଫୁଲା ଲକ୍ଷଣ ଦେଖିଲେ ଡାକ୍ତରଖାନା ଯାଆନ୍ତୁ।

୨୦ ସେକେଣ୍ଡ ପାଇଁ ସାବୁନରେ ହାତ ଧୁଅନ୍ତୁ।

ପରିଷ୍କାର ପରିଚ୍ଛନ୍ନତା ପ୍ରତି ଧ୍ୟାନ ଦିଅନ୍ତୁ।

ଗୋଟିଏ ମଣିଷରୁ ଅନ୍ୟକୁ ଏହି ଭୂତାଣୁ ସଂକ୍ରମିତ ହୋଇଥାଏ।

ତେଣୁ ଜନଗହଳିପୂର୍ଣ୍ଣ ସ୍ଥାନରେ ୩ରୁ ୬ ଫୁଟର ଏକ ଦୂରତାରେ ରୁହନ୍ତୁ।

ବାରମ୍ବାର ହାତ ଧୋଇ ହୁଅନ୍ତୁ। ଯାହା ଦ୍ବାରା ଜୀବାଣୁ ସଂକ୍ରମଣ ହେବ ନାହିଁ।

ସର୍ବସାଧାରଣ ଗାଡିରେ ଯାତ୍ରା କରିବା ସମୟରେ ମାସ୍କ ଏବଂ ଗ୍ଲୋଭସ୍ ପିନ୍ଧନ୍ତୁ।

ଏହାକୁ ନିୟମିତ ବଦଳାଇବା ଉଚିତ୍।

ଜନଗହଳି ପୂର୍ଣ୍ଣ ଏବଂ ଡାକ୍ତରଖାନା ପାର୍ଶ୍ବବର୍ତ୍ତୀ ଅଞ୍ଚଳରୁ ଦୂରେଇ ରୁହନ୍ତୁ।

Hot this week

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

Related Articles

Popular Categories