ଭୁବନେଶ୍ୱର ଏୟାରପୋର୍ଟ ବାହାରୁ ଲୁଟ

0
ଭୁବନେଶ୍ୱର: ଭୁବନେଶ୍ୱର ଏୟାରପୋର୍ଟ ବାହାରୁ ଜଣେ ଏନଆରଆଇ ଲୁଟର ଶିକାର ହୋଇଛନ୍ତି। ଲୁଟର ଶିକାର ହୋଇଛନ୍ତି ଘାନାରୁ ଆସିଥିବା ନିରଜ ଚନ୍ଦନ। ଏନେଇ ସେ ଏୟାରଫିଲ୍ଡ ଥାନାରେ ଅଭିଯୋଗ କରିଛନ୍ତି। ତାଙ୍କ ନିକଟରୁ ଲକ୍ଷାଧିକ ଟଙ୍କା ମୂଲ୍ୟର ସାମଗ୍ରୀ, ୩ ହଜାର ଡ଼ଲାର,ଦାମୀ ମୋବାଇଲ ଫୋନ,ନନ୍‍ସିଟିଜେନ୍‍ କାର୍ଡ଼ ଓ ତାଙ୍କ ପରିବାରର ମୋଟ ୯ଟି ପାସ୍‍ପୋର୍ଟ ଲୁଟ ହୋଇଛି।
Leave A Reply