www.samajalive.in
Friday, December 12, 2025
19.1 C
Bhubaneswar

ଖ୍ରୀଷ୍ଟ କମ୍ୟୁନିଟି କଲେଜରେ “ଡ଼ିଜିଟାଲ ଡ଼ିଜାଇନ୍” ସମ୍ପର୍କୀତ କର୍ମଶାଳା

କଟକ : ଖ୍ରୀଷ୍ଟ କଲେଜ ଅଧିନରେ ପରିଚାଳିତ କମ୍ୟୁନିଟି କଲେଜରେ “ଡ଼ିଜିଟାଲ ଡ଼ିଜାଇନ୍ ଏଣ୍ଡ ଇମେଜ ଏନହାନ୍ସମେଣ୍ଟ” ଶୀର୍ଷକ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଅଧ୍ୟକ୍ଷ ଡ଼ଃ ସିର୍ଦ୍ଧାର୍ଥ କୁମାର ସାହୁ କର୍ମଶାଳାରେ ସଭାପତିତ୍ବ କରି ବର୍ତ୍ତମାନ ଡ଼ିଜିଟାଲ ଦୁନିଆରେ ଟେକ୍ନାଲୋଜିକୁ ଆୟତ୍ତ କରି ବୃତ୍ତିଗତ ବିକାଶ ଦିଗରେ ବିଦ୍ୟାର୍ଥୀମାନେ ଆଗଭର ହେବା ଆବଶ୍ୟକ ବୋଲି କହିଥିଲେ। ସଭାରେ ସମ୍ମାନୀତ ଅତିଥି ଭାବେ ଉପାଧ୍ୟକ୍ଷ ଡ଼ଃ ଦେବଜାନୀ ଦାସ କର୍ମଶାଳାର ମହତ୍ତ୍ବ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ସେହିଭଳି କମ୍ୟୁନିଟି କଲେଜର ନୋଡାଲ ଅଫିସର ଅଧ୍ୟାପକ ଅଶୋକ ମୁମାର ସାହୁ ଡ଼ିଜିଟାଲ ଡିଜାଇନର ଆଭିମୁଖ୍ୟ ସହ ସ୍ବାଗତ ଅଭିଭାଷଣ ପ୍ରଦାନ କରିଥିଲେ। କର୍ମଶାଳାକୁ ବୈଷୟିକ ବିଶେଷଜ୍ଞ ଦେବଦତ୍ତ ମିଶ୍ର ଓ ରାଜେଶ ରାଉତ ଦିଗଦର୍ଶନ ଦେଇଥିଲେ। ସନ୍ଦୀପ କୁମାର ନାଏକ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

୫୦ ବର୍ଷ ପରେ ବଡ ପରଦାକୁ ଆସିଲା ‘ସୋଲେ’

ଭୁବନେଶ୍ୱର:୫୦ ବର୍ଷ ପରେ ବଡ ପରଦାକୁ ଆସିଲା 'ସୋଲେ' ।ସିଲଭର ସ୍କ୍ରିନରେ...

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

Related Articles

Popular Categories