www.samajalive.in
Friday, December 12, 2025
19.1 C
Bhubaneswar

ମୌନୀ ଅମାବସ୍ୟାରେ ଭୁଲରେ ବି କରନ୍ତୁ ନାହିଁ ଏହି କାର୍ଯ୍ୟ

ଧାର୍ମିକ ରୀତିନୀତି ଅନୁଯାୟୀ ଅମାବାସ୍ୟା ସମସୟରେ ନକରାତ୍ମକ ଶକ୍ତିର ପ୍ରଭାବ ବଢିଯାଇଥାଏ। ତେଣୁ ଏଭଳି କିଛି କାର୍ଯ୍ୟ ରହିଛି, ଯାହା  ଏହି ସମୟରେ କରିବାକୁ ବାରଣ କରାଯାଏ। ଆସନ୍ତାକାଲି ହେଉଛି ମୌନୀ ଅମାବାସ୍ୟା। ତେବେ ଆସନ୍ତୁ ଜାଣିବା ଏହି ଦିନ କେଉଁ କାର୍ଯ୍ୟ କରିବା ଉଚିତ୍ ଏବଂ ଅନୁଚିତ୍।

ଅମାବସ୍ୟା ତିଥିରେ ଶ୍ମଶାନ ଦେଇ ଯାଆନ୍ତୁ ନାହିଁ ।

- Advertisement -

ମୌନୀ ଅମାବସ୍ୟା ଦିନ ବିଳମ୍ବ ଯାଏଁ ଶୁଅନ୍ତୁ ନାହିଁ । ସୂର୍ଯ୍ୟ ଉଦୟ ପରେ ଶୋଇବା ଅଶୁଭ ହୋଇଥାଏ। ବ୍ରାହ୍ମ ମୁହୂର୍ତ୍ତରେ ଉଠି ସ୍ନାନ ସାରି ପୂଜା କରିବା ପରେ ଖାଦ୍ୟ ଗ୍ରହଣ କରନ୍ତୁ।
ଏହି ଦିନ ବ୍ରହ୍ମଚର୍ଯ୍ୟ ପାଳନ କରିବା ଉଚିତ୍।

ମୌନୀ ଅମାବାସ୍ୟା ଦିନ ଘରେ ସୁଖ ଶାନ୍ତିର ବତାବରଣ ରଖନ୍ତୁ । ଅନ୍ୟକୁ ଅପମାନ କରନ୍ତୁ ନାହିଁ।

ଏହି ଦିନ ପବିତ୍ର ନଦ, ନଦୀ ବା ଗଙ୍ଗାରେ ସ୍ନାନ କରିବା ଉିଚତ୍ । ଯଦି ଏହା ସମ୍ଭବ ନ ହେଉଛି ତେବେ ସ୍ନାନ ଜଳରେ ଗଙ୍ଗାଜଳ ମିଶାଇ ସକାଳେ ସମୟରେ ସ୍ନାନ କରନ୍ତୁ। ଏହା ଗଙ୍ଗା ନଦୀରେ ସ୍ନାନ କରିବା ସହ ସମାନ ହୋଇଥାଏ ବୋଲି ଜ୍ୟୋର୍ତିବିଦ୍ ମତ ଦିଅନ୍ତି ।

ସ୍ନାନ ସାରି ଶୃଙ୍ଗାର କରନ୍ତୁ ନାହିଁ । ସାଦା ପୋଷାକ ପିନ୍ଧନ୍ତୁ।

ମୌନୀ ଅମାବାସ୍ୟା ଦିନ ମାଛ-ମାଂସ ଏବଂ ନିଶାଦ୍ରବ୍ୟ ସେବନ କରନ୍ତୁ ନାହିଁ ।

ଖଟ ବା ପଲଙ୍କରେ ଶୁଅନ୍ତୁ ନାହିଁ । ଚଟାଣରେ ଶୁଅନ୍ତୁ ।

ଏହି ଦିନ ଯାହା ଦାନ କରୁଛନ୍ତି, ସେ ବିଷୟରେ ଅନ୍ୟକୁ କିଛି ବି କୁହନ୍ତୁ ନାହିଁ । ଦାନ ଦେବା ସମୟରେ ଚୁପ୍ ରୁହନ୍ତୁ।

Hot this week

୫୦ ବର୍ଷ ପରେ ବଡ ପରଦାକୁ ଆସିଲା ‘ସୋଲେ’

ଭୁବନେଶ୍ୱର:୫୦ ବର୍ଷ ପରେ ବଡ ପରଦାକୁ ଆସିଲା 'ସୋଲେ' ।ସିଲଭର ସ୍କ୍ରିନରେ...

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

Related Articles

Popular Categories