www.samajalive.in
Monday, December 8, 2025
13.1 C
Bhubaneswar

ଗଜପତି ମହାରାଜଙ୍କ ଭ୍ରମଣ ପୁସ୍ତକ ‘ମେଜେଷ୍ଟିକ ମାରା’ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ନବୀନ ନିବାସରେ ପୁରୀ ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ପୁସ୍ତକ ‘ମେଜେଷ୍ଟିକ ମାରା’ ଉନ୍ମୋଚନ କରିଛନ୍ତି। ଏହା ଏକ ସୁନ୍ଦର ଭ୍ରମଣ ପୁସ୍ତକ ବୋଲି ମତ ପ୍ରକାଶ କରିବା ସହ ଏହା ପାଠକମାନଙ୍କୁ ଆକୃଷ୍ଟ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହି ପୁସ୍ତକରେ ମହାରାଜଙ୍କ କେନିଆ ଭ୍ରମଣ କାହାଣୀ ବର୍ଣ୍ଣିତ ରହିଛି। ମହାରାଜ ଦିବ୍ୟସିଂହ ଦେବଙ୍କ କେନିଆର ମସାଇ ମାରା ଅଞ୍ଚଳ ପରିଦର୍ଶନ ସମୟରେ ଅନେକ ତଥ୍ୟ ଓ ଚିତ୍ର ସମ୍ବଳିତ ହୋଇଛି।

ଏହି ଲୋକାର୍ପଣ ଉତ୍ସବରେ ନୂଆଦିଲ୍ଲୀରେ ଅବସ୍ଥିତ କେନିଆର ହାଇକମିଶନର ୱିଲି ବେଟ୍, କେନିଆ ଜାତୀୟ ଆସେମ୍ଲିର ଉପବାଚସ୍ପତି ମୋସେସ ଚେବୋଇ ଓ କେନିଆର ବିଶିଷ୍ଟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ।

Hot this week

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

ମଣ୍ଡଳ, ମାଇତି ସାଙ୍ଗିଆରେ ରହୁଛନ୍ତି ସନ୍ଦିଗ୍ଧ ବାଂଲାଦେଶୀ

କେନ୍ଦ୍ରାପଡ଼ା : ପାଞ୍ଚ ହଜାର ଟଙ୍କା ଦେଲେ ଭୋଟର ତାଲିକାରେ ଚଢ଼ୁଛି...

କପ୍‌ ୩୦- ଆଶା ଓ ନିରାଶା

ସମ୍ପ୍ରତି ବିଶ୍ୱ ଜଳବାୟୁ ପରିବର୍ତ୍ତନର କ୍ରମବର୍ଦ୍ଧିଷ୍ଣୁ ବିନାଶକାରୀ ପ୍ରଭାବର ସମ୍ମୁଖୀନ ହେଉଥିବା...

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

Related Articles

Popular Categories