www.samajalive.in
Friday, December 12, 2025
23.1 C
Bhubaneswar

ବ୍ୟାଙ୍କଙ୍ଗରେ ଆରମ୍ଭ ହେଲା ୩୫ତମ ଆସିଆନ୍‍ ଶିଖର ସମ୍ମିଳନୀ

ବ୍ୟାଙ୍କଙ୍ଗ : ୩୫ତମ ଆସିଆନ୍‍ ଶିଖର ସମ୍ମିଳନୀ ଗୁରୁବାରଠାରୁ ବ୍ୟାଙ୍କଙ୍ଗରେ ଆରମ୍ଭ ହୋଇଛି। ଏହି ସମ୍ମିଳନୀ ଆସନ୍ତା ୪ ତାରିଖ ପର୍ଯ୍ୟନ୍ତ ଚାଲିବ । ଥାଇଲ୍ୟାଣ୍ଡ ପ୍ରଧାନମନ୍ତ୍ରୀ ପ୍ରୟୁତ୍‍ ଚାନ୍‍-ଓ-ଚା  Impact Convention Complexଠାରେ ଆଜି ଏହି ସମ୍ମିଳନୀର ଉଦ୍‍ଘାଟନ କରିଛନ୍ତି। ଆସିଆନ୍‍ ହେଉଛି ୧୦ଟି ପୂର୍ବ-ଏସୀୟ ରାଷ୍ଟ୍ରକୁ ନେଇ ଏକ ମଞ୍ଚ, ଯାହା ସଦସ୍ୟ
ରାଷ୍ଟ୍ରଗୁଡ଼ିକ ମଧ୍ୟରେ ରାଜନୈତିକ, ଅର୍ଥନୈତିକ ଓ ସାମାଜିକ ସହଯୋଗ ବୃଦ୍ଧିରେ ସାହାଯ୍ୟ କରିଥାଏ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ୩ ଓ ୪ ତାରିଖରେ ଏହି ସମ୍ମିଳନୀରେ ଯୋଗ ଦେବେ।  “ପରସ୍ପର ମଧ୍ୟରେ ନିରନ୍ତର ସହଯୋଗ ବୃଦ୍ଧି” ସମ୍ମିଳିନୀରେ ଚଳିତ ବର୍ଷର ଶୀର୍ଷକ ରହିଛି।

Hot this week

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

ପୁଣି ୩ ଡିଗ୍ରୀ ଛୁଇଁଲା ପାରଦ

ଭୁବନେଶ୍ବର : ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ଉତ୍ତର-ପଶ୍ଚିମ...

ରାଜଧାନୀରେ ନାବାଳିକାକୁ ଦୁଷ୍କର୍ମ !

ଭୁବନେଶ୍ଵର : ଭୁବନେଶ୍ଵରରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ...

Related Articles

Popular Categories