www.samajalive.in
Saturday, December 13, 2025
15.1 C
Bhubaneswar

ଆନ୍ଧ୍ର ସରକାରଙ୍କ ବଡ଼ ନିଷ୍ପତ୍ତି​ : ସରକାରୀ ନିଯୁକ୍ତି ପାଇଁ ହେବ ନାହିଁ ବ୍ୟକ୍ତିଗତ ସାକ୍ଷାତକାର

ହାଇଦରାବାଦ : ଆନ୍ଧ୍ରପ୍ରଦେଶରେ ସରକାରୀ ଚାକିରରେ ନିଯୁକ୍ତି ପାଇଁ ଆଉ ବ୍ୟକ୍ତିଗତ ସାକ୍ଷାତକାର ହେବନାହିଁ । ସରକାରୀ କର୍ମଚାରୀ ନିଯୁକ୍ତି ପାଇଁ ବ୍ୟକ୍ତିଗତ ସାକ୍ଷାତକାର ନକରିବାକୁ ଆନ୍ଧ୍ରପ୍ରଦେଶ ସରକାର ନିଷ୍ପତ୍ତି ନେଇଛନ୍ତି । ନିଯୁକ୍ତି ପାଇଁ କେବଳ ଲିଖିତ ପରୀକ୍ଷା କରିବା ଲାଗି ସ୍ଥିର କରାଯାଇଛି । ମୁଖ୍ୟମନ୍ତ୍ରୀ ୱାଇ.ଏସ୍‍.ଜଗନମୋହନ ରେଡ୍ଡୀ ନିଯୁକ୍ତି ପ୍ରକ୍ରିୟାକୁ ସ୍ୱଚ୍ଛ ଓ ପାରଦର୍ଶୀ କରାଇବା ପାଇଁ ଆନ୍ଧ୍ରପ୍ରଦେଶ ଲୋକସେବା ଆୟୋଗକୁ ନିର୍ଦ୍ଦେଶ ଦେଇଛନ୍ତି । ଖାଲି ପଡିଥିବା ସରକାରୀ ପଦବୀ ଗୁଡ଼ିକ ପୂରଣ ପାଇଁ ପ୍ରସ୍ତାବିତ ବାର୍ଷିକ ନିଯୁକ୍ତି ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରି ଶ୍ରୀ ରେଡ୍ଡୀ ଏହା କହିଛନ୍ତି।

ପ୍ରତିବର୍ଷ ଜାନୁଆରୀ ପହିଲାରୁ ୩୧ ତାରିଖ ମଧ୍ୟରେ ନିଯୁକ୍ତି ପ୍ରକ୍ରିୟା ଶେଷ କରିବାକୁ ଗତ ମାସରେ ଶ୍ରୀ ରେଡ୍ଡୀ ଘୋଷଣା କରିଥିଲେ।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories