www.samajalive.in
Thursday, December 11, 2025
18.1 C
Bhubaneswar

ସନ୍ଧ୍ୟା ୫ଟା – ମୁଖ୍ୟ ସମ୍ବାଦ

ଆଞ୍ଚଳିକ
# ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ କଳାହାଣ୍ଡି ବିଜୁଳି ବିଭାଗ ​‌ୱେସ୍କୋ​‌ର ଉପଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟର କନିଷ୍ଠ କିରାଣୀ ଅଜିତ କୁମାର ମିଶ୍ର ଭିଜିଲାନ୍ସ ଦ୍ୱାରା ଗିରଫ
# ବିଜେପୁରରେ ବିଜେପି ପ୍ରାର୍ଥି ସନତ ଗଡତିଆଙ୍କ ପାଇଁ ପ୍ରଚାର କରିବେ ବିଜେପି ରାଷ୍ଟ୍ରୀୟ କାର୍ୟ୍ୟକାରୀ ସଭାପତି ଜେପି ନଡ୍ଡା।, ପ୍ରଭାରୀ ଅରୁଣ ସିଂ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସ୍ମୃତି ଇରାନୀ, ପ୍ରତାପ ଷଡଙ୍ଗୀ, ଗିରିଧର ଗମାଙ୍ଗ, ଜୁଏଲ ଓରାମ, ବୈଜୟନ୍ତ ପଣ୍ଡା, ବସନ୍ତ ପଣ୍ଡା, ସମ୍ବିତ ପାତ୍ର ଓ ଅପରାଜିତା ଷଡଙ୍ଗୀ
# ବିଜେପୁର ଉପ ନିର୍ବାଚନ ପାଇଁ କଂଗ୍ରେର ଷ୍ଟାର ପ୍ରଚାରକ ତାଲିକାରେ ପୂର୍ବତନ ପ୍ରଧାନମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ମନମୋହନ ସିଂହ, ଦଳର ସଭାପତି ସୋନିଆ ଗାନ୍ଧୀ,ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ବରିଷ୍ଠ ନେତା ନରସିଂହ ମିଶ୍ର, ତାରା ବାହିନୀପତି, ଚିରଞ୍ଜୀବ ବିଶ୍ବାଳ, ପ୍ରଦୀପ ମାଝୀ, ରଞ୍ଜୀବ ବିଶ୍ବାଳ, ଭକ୍ତ ଦାସ, ସୁରେଶ ରାଉତରାୟ ଓ ମହମ୍ମଦ ମୋକିମ ସାମିଲ
# ଆସନ୍ତା ବର୍ଷ ଠାରୁ ରାଜ୍ୟର ଯୁକ୍ତ ୨ ଦୃଷ୍ଟିହୀନ ଛାତ୍ରଛାତ୍ରୀଙ୍କ ପାଇଁ ଉପଲବ୍ଧ ହେବ ବ୍ରେଲ ପୁସ୍ତକ
# ଖୁଣ୍ଟା ବ୍ଲକ କରକଚିଆ ୟୁପି ସ୍କୁଲରେ ପ୍ରାର୍ଥନା ସମୟରେ ୫ ଛାତ୍ରୀ ଅସୁସ୍ଥ – ସେମାନେ ବିପଦ ମୁକ୍ତ ଥିବା କହିଲେ ଡାକ୍ତର
# ବିଜେପୁର ଉପନିର୍ବାଚନ ବିଜେଡି ପ୍ରଚାରକ ତାଲିକାରେ ଅଛନ୍ତି – ସୁପ୍ରିମୋ ନବୀନ ପଟ୍ଟନାୟକ, ପ୍ରଫୁଲ୍ଲ ମଲ୍ଲିକ, ପ୍ରଦିପ ଅମାତ, ପଦ୍ମନାଭ ବେହେରା, ରଣେନ୍ଦ୍ର ପ୍ରତାପ ସ୍ବାଇଁ, ପ୍ରସନ୍ନ ଆଚାର୍ୟ୍ୟ, ଅନଙ୍ଗ ଉଦୟ ସିଂହଦେଓ, ମଙ୍ଗଳା କିଷାନ, ଦେବୀ ମିଶ୍ର, ନିରଞ୍ଜନ ପୂଜାରୀ, ବିକ୍ରମ କେଶରୀ ଆରୁଖ, ନବ କିଶୋର ଦାସ, କିଶୋର ମହାନ୍ତି, ପ୍ରଣବ ପ୍ରକାଶ ଦାସ, ଅରୁଣ ସାହୁ, ଅନୁଭବ ମହାନ୍ତି, ସ୍ନେହାଙ୍ଗିନୀ ଛୁରିଆ, ଟୁକୁନି ସାହୁ, ରାସେଶ୍ବରୀ ପାଣିଗ୍ରାହୀ, ଶ୍ରୀମୟୀ ମିଶ୍ର, ଦିବ୍ୟଶଙ୍କର ମିଶ୍ର, ରୋହିତ ପୂଜାରୀ, ଦେବେଶ ଆଚାର୍ୟ୍ୟ, ପ୍ରଭାସ ସିଂହ, ଅରିନ୍ଦମ ରାୟ ଓ କୁନା ତ୍ରିପାଠି

ଜାତୀୟ
# ଦୁର୍ଗା ପୂଜା ପାଇଁ କଲକାତା ସହରର ଏକ ପୂଜା ମଣ୍ଡପ ପ୍ରାୟ ୨୦ କୋଟି ଟଙ୍କାର ଦୁର୍ଗା ମା’ଙ୍କ ମୂର୍ତ୍ତି ନିର୍ମାଣ କରି ପୁଣି ଚର୍ଚ୍ଚାକୁ ଆସିଛି
# ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ପ୍ରଥମ ଟେଷ୍ଟ ମ୍ୟାଚରେ ଭାରତୀୟ ଓପନର ମୟଙ୍କ ଅଗ୍ରୱାଲ ନିଜ କ୍ୟାରିୟରର ପ୍ରଥମ ଦ୍ବିଶତକ ହାସଲ କରିଛନ୍ତି
# ସିଦ୍ଧୁଙ୍କୁ କଂଗ୍ରେସର ବିରୋଧର – ନିର୍ବାଚନ ପ୍ରଚାରରେ ସାମିଲ କରାଇବାକୁ ମନା କରୁଛନ୍ତି ଦଳୀୟ ନେତା
# ବିଜେପିରେ ଯୋଗ ଦେଲ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ନାରାୟଣ ରାଣେଙ୍କ ପୁଅ ନିତେଶ ରାଣେ
# ଶିବସେନା ଅଧ୍ୟକ୍ଷ ଉଦ୍ଧବ ଠାକରେଙ୍କ ପୁଅ ଆଦିତ୍ୟ ୱର୍ଲି ବିଧାନସଭା ଆସନରୁ ନାମାଙ୍କନପତ୍ର ଦାଖଲ କରିଛନ୍ତି
# ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲାରେ ଗିରଫ ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ପି. ଚିଦାମ୍ବରମ ଜାମିନ ପାଇଁ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି
# ମଧ୍ୟପ୍ରଦେଶର ରାଇସେନ ଜିଲାରେ ଏକ ଯାତ୍ରୀବାହୀ ବସ୍‌ ରୀଛନ ନଦୀର ପୋଲ ଉପରୁ ତଳକୁ ଖସିପଡ଼ିବାରୁ ୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୦ରୁ ଅଧିକ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି
# ନୂଆଦିଲ୍ଲୀରୁ ବୈଷ୍ଣୋଦେବୀ କଟରା ପର୍ଯ୍ୟନ୍ତ ଚଳାଚଳ କରିବାକୁ ଥିବା ବନ୍ଦେ ଭାରତ ଏକ୍ସପ୍ରେସକୁ ଲୋକାର୍ପଣ କଲେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ
# ବିହାର ବନ୍ୟାଞ୍ଚଳ ପରିଦର୍ଶନ ବେଳେ ଡଙ୍ଗା ହଠାତ ଓଲଟି ପାଣିରେ ବୁଡ଼ି ଗଲେ ବିଜେପି ସାଂସଦ ରାମକ୍ରିପାଲ ଯାଦବ – ଉଦ୍ଧାର କଲେ ସ୍ଥାନୀୟ ଲୋକେ
# ମୁଖ୍ୟମନ୍ତ୍ରୀ ନିତିଶ କୁମାରଙ୍କ ଉଦ୍ଭଟ ଯୁକ୍ତି, କହିଲେ – ବିହାର ବନ୍ୟା ପାଇଁ ଜଳବାୟୁ ପରିବର୍ତ୍ତନ ଦାୟୀ
# ଭାରତୀୟ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ଅଧ୍ୟକ୍ଷତାରେ ଆରମ୍ଭ ହୋଇଛି ମୁଦ୍ରାନୀତି କମିଟି ବୈଠକ – ସୁଧହାର କମିବା ନେଇ ଆଶା
# ‘କୌନ୍‌ ବନେଗା କରୋଡ଼ପତି’ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ଏକ କୋଟି ଟଙ୍କାର ପୁରସ୍କାର ଜିତିଥିବା ମହାରାଷ୍ଟ୍ରର ମଧ୍ୟାହ୍ନ ଭୋଜନ ପାଚିକା ବବିତା ତାଡ଼େଙ୍କୁ ନିର୍ବାଚନ ଆୟୋଗ ଚଳିତ ବିଧାନସଭା ନିର୍ବାଚନରେ ‘ବ୍ରାଣ୍ଡ ଆମ୍ବାସାଡର’ ନିଯୁକ୍ତ କରିଛନ୍ତି
# ‘ଜେଇଇ’ ମୁଖ୍ୟ ପରୀକ୍ଷାରେ ଆସନ୍ତା ବର୍ଷଠାରୁ ନୂଆ ଶୈଳୀରେ ନମ୍ବର ପ୍ରଦାନ କାର୍ଯ୍ୟକାରୀ ହେବ ବୋଲି ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ସୂଚନା ଦେଇଛି
# ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜନ୍ମ ବାର୍ଷିକୀରେ ଦୁଇଟି ବିଶ୍ୱ ରେକର୍ଡ – ଗୋଟିଏ ସ୍ଥାନରେ ୫ ହଜାର ଛାତ୍ରଛାତ୍ରୀଙ୍କୁ ପରିବେଶ ସୁରକ୍ଷା ଶିକ୍ଷା ପ୍ରଦାନ ଓ ଗୋଟିଏ ସ୍ଥାନରେ ମିଳିତ ଭାବେ ସୌର ଆଲୋକ ଜଳାଇବା

- Advertisement -

ଅନ୍ତର୍ଜାତିକ
# ଫ୍ରାନ୍ସର ନିମ୍ନ ସଦନରେ ପାକିସ୍ତାନ ଅଧିକୃତ କାଶ୍ମୀରର ରାଷ୍ଟ୍ରପତି ମସୁଦ ଖାନଙ୍କ କାର୍ଯ୍ୟକ୍ରମକୁ ରଦ୍ଦ କରାଇବାରେ ଭାରତ ସଫଳ

Hot this week

ମହିଳାଙ୍କୁ ଦୁର୍ବ୍ୟବହାର- ବୃଦ୍ଧଙ୍କୁ ଲଣ୍ଡା କରି ଚପଲ ମାଳ ପିନ୍ଧାଇଲେ

ଭବାନୀପାଟଣା - ଜଣେ ମହିଳାଙ୍କୁ ଦୁର୍ବ୍ୟବହାର କରିବା ଅଭିଯୋଗରେ ସଦରଥାନା ଅନ୍ତର୍ଗତ...

୨୦୦ ଥର ବସଉଠ କରାଇଲେ ଶିକ୍ଷୟିତ୍ରୀ, ଚେତା ହରାଇଲେ ଛାତ୍ରୀ

ସମାଜଲାଇଭ ଡେସ୍କ: ଛାତ୍ରୀଙ୍କୁ ଦୁଇ ଶହ ଥର ବସଉଠ କରାଇଲେ ଶିକ୍ଷୟିତ୍ରୀ।...

 ବସ୍‌ ସହ ବାଇକ ମୁହାଁ ମୁହିଁ ଧକ୍କା, ୨ ଛାତ୍ରଙ୍କ ମୃତ୍ୟୁ  

ଗୁଣପୁର, - -ରାୟଗଡ଼ା ଜିଲ୍ଲା ରାମନାଗୁଡା ଥାନା ଅନ୍ତର୍ଗତ ପାଲୁପାଇ ନିକଟରେ...

ନବ ନିଯୁକ୍ତଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ: ଦୁର୍ନୀତିଠାରୁ ଲକ୍ଷେ କୋଷ ଦୂରରେ ରୁହନ୍ତୁ

‘ମୁଖ୍ୟମନ୍ତ୍ରୀ ଆଡ଼ିବନ୍ଧ ତିଆରି ଯୋଜନା-୩.୦’ ଲୋକାର୍ପିତ ଭୁବନେଶ୍ୱର: ଯିଏ ଯେଉଁ ପଦବୀରେ ବି...

ଓଡିଶାରେ ଖୋଲିବ ସିଏଜି କାର୍ଯ୍ୟାଳୟର ପୂର୍ବାଞ୍ଚଳ ଶାଖା

ଭୁବନେଶ୍ୱର: ଆସନ୍ତା ଓଡ଼ିଆ ନବବର୍ଷ ଏପ୍ରିଲ ୧୫ ତାରିଖରେ ଭାରତର  ମହାଲେଖା...

Related Articles

Popular Categories