କୁନା ତ୍ରିପାଠୀ ; ଚଳଚ୍ଚିତ୍ର ଉନ୍ନୟନ ନିଗମର ଅଧ୍ୟକ୍ଷ

0

ଭୁବନେଶ୍ୱର : ଓଡ଼ିଆ ଟେଲିଭିଜନ ଓ ଚଳଚ୍ଚିତ୍ର ଜଗତର ଲୋକପ୍ରିୟ କଳାକାର କୁନା ତ୍ରିପାଠୀଙ୍କୁ ରାଜ୍ୟ ଚଳଚ୍ଚିତ୍ର ଉନ୍ନୟନ ନିଗମର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଛି। ନିଗମର ଅଧ୍ୟକ୍ଷ ଥିବା ମୁନ୍ନା ଖାଁଙ୍କ ସ୍ଥାନରେ ଶ୍ରୀ ତ୍ରୀପାଠୀଙ୍କୁ ଏହି ନିଯୁକ୍ତି ଦିଆଯାଇଛି। ମଂଚ, ବେତାର, ଟେଲିଭିଜନ ଓ ଚଳଚ୍ଚିତ୍ର ଜଗତରେ କୁନା ତ୍ରିପାଠୀ ସୁନାମ ଅର୍ଜନ କରିଥିବା ଏହି କଳାକାରଙ୍କର ପ୍ରକୃତ ନାମ ହେଉଛି ସତ୍ୟବ୍ରତ ତ୍ରିପାଠୀ। ଦୁଇ ବର୍ଷ ତଳେ ସେ ବିଜୁ ଜନତା ଦଳରେ ଯୋଗ ଦେଇଥିଲେ।

Leave A Reply