www.samajalive.in
Thursday, December 11, 2025
14.1 C
Bhubaneswar

୧୨ ଘଣ୍ଟିଆ କଟକ ବନ୍ଦ , ଜନଜୀବନ ପ୍ରଭାବିତ

କଟକ : କଟକରେ ବୁଧବାର ୧୨ ଘଣ୍ଟିଆ ବନ୍ଦ ଡ଼ାକରା ଦିଆଯାଇଛି। ୪ ଦଫା ଦାବି ନେଇ ହିନ୍ଦୁ ସେନା ଓ କଟକ ସହର ସୁରକ୍ଷା ସମିତି ପକ୍ଷରୁ ଏହି ବନ୍ଦ ପାଳନ କରାଯାଉଛି। ଆନ୍ଦୋଳନକାରୀମାନେ ବିଭିନ୍ନ ସ୍ଥାନରେ ପିକେଟିଂ କରିବା ସହ ବିଦ୍ୟାଳୟ, କଲେଜ ଓ ଦୋକନ ବଜାରକୁ ବନ୍ଦ ରଖାଯାଇଛି। ଫଳରେ ସାଧାରଣ ଜୀବନଯାତ୍ରା କେତେକ ମାତ୍ରାରେ ପ୍ରଭାବିତ ହୋଇଥିବା ଜଣାପଡ଼ିଛି। କଟକ ସହରରେ ଥିବା ସରକାରୀ କାର୍ଯ୍ୟାଳୟକୁ ଭୁବନେଶ୍ୱରକୁ ସ୍ଥାନାନ୍ତରୀକରଣକୁ ବିରୋଧ, ରାସ୍ତାରେ ଥିବା ଖାଲଖମାକୁ ମରାମତି କରିବା, ଉଠା ଦୋକାନୀଙ୍କୁ ଥଇଥାନ କରିବା ଏବଂ ସଂଶୋଧିତ ମୋଟର୍‍ ଯାନ ଆଇନକୁ ୬ ମାସ ପର୍ଯ୍ୟନ୍ତ କୋହଳ କରିବା ଆଦି ବିଭିନ୍ନ ଦାବି ନେଇ ଏହି ବନ୍ଦ ପାଳନ କରାଯାଉଛି।

Hot this week

ବହୁତ ଶସ୍ତାରେ ବୁଲନ୍ତୁ ୪ଟି ସୁନ୍ଦର ସ୍ଥାନ; ମାତ୍ର ୨୦ହଜାରରେ ୪ଦିନ ବୁଲି ଆସନ୍ତୁ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷରେ କୁଆଡେ ବୁଲିବାକୁ ଯୋଜନା କରୁଛନ୍ତି...

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

Related Articles

Popular Categories