କେସିଆରଙ୍କ କ୍ୟାବିନେଟରେ ନିଜ ପୁଅ ଓ ପୁତୁରା

0

ହାଇଦରାବାଦ : ତେଲଙ୍ଗାନା ମୁଖ୍ୟ କେ ଚନ୍ଦ୍ରଶେଖର ରାଓ (କେସିଆର) ରବିବାର ରାଜ୍ୟ ମନ୍ତ୍ରିମଣ୍ଡଳକୁ ସମ୍ପ୍ରସାରଣ କରିଛି। ସମ୍ପ୍ରସାରିତ ମନ୍ତ୍ରିମଣ୍ଡଳରେ କେସିଆର ତାଙ୍କ ପୁଅ କେ ଟି ରାମା ରାଓ ଓ ପୁତୁରା ଟି ହରିଶ ରାଓ ସାମିଲ ହୋଇଛନ୍ତି। ରାମା ରାଓଙ୍କୁ ମ୍ୟୁନିସିପାଲ ପ୍ରଶାସନ, ଶିଳ୍ପ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ ଦିଆଯାଇଛି। ସେହିପରି ହରିଶ ରାଓଙ୍କୁ ଅର୍ଥ ମନ୍ତ୍ରଣାଳୟ ଦିଆଯାଇଛି।

Leave A Reply