www.samajalive.in
Monday, December 8, 2025
20.1 C
Bhubaneswar

ସକାଳ @୯ ମୁଖ୍ୟ ଖବର

(୧) କଟକର ଜଗତପୁରରେ ହାତୀ ଆତଙ୍କ… ୨ଜଣଙ୍କୁ ଦଳି ମାରିଦେଲା ଦନ୍ତା… ହାତୀପଲ ଘଉଡାଇବାକୁ ଉଦ୍ୟମ କରୁଛି ବନବିଭାଗ… ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି ୧୦୦ରୁ ଅଧିକ ବନ କର୍ମଚାରୀ… ଲୋକଙ୍କ ସୁରକ୍ଷା ପାଇଁ ଗୋଲେଇ ଛକ ଠାରୁ ଆଇବି ରୋଡ୍‌ ଯାଏଁ ଯାତାୟାତ ବନ୍ଦ…

(୨) ଖୋଲିବ କି ଜେ.ପି ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁ ଘଟଣାର ସତ ?… ମାମଲାକୁ ନେଇ ତନାଘନା କରୁଛି ପୁଲିସ… ଫରେନସିକ୍‌ ଯାଞ୍ଚ ପାଇଁ ଯାଇଛି ଧର୍ମେନ୍ଦ୍ରଙ୍କ ଘଣ୍ଟା ଓ ଘରର ସିସିଟିଭି… ସେପଟେ ବିଜେପି ଆଣିଲା ସାଂଘାତିକ ଅଭିଯୋଗ… କହିଲା, ମୃତ୍ୟୁ ପଛରେ ମନ୍ତ୍ରୀ ସମୀର ଦାଶଙ୍କ ସହ ରହିଛନ୍ତି ଅନ୍ୟ ୭ଜଣ… ସୂଚନା ଦେଇଛନ୍ତି ଧର୍ମେନ୍ଦ୍ରଙ୍କ ବନ୍ଧୁ….

- Advertisement -

ନାସାକୁ ମିଳିଲା ବଡ଼ ସଫଳତା, ଧ୍ୱଂସ ହେବନି ପୃଥିବୀ: ଦେଖନ୍ତୁ ଭିଡିଓ

(୩) ବେଙ୍ଗାଲୁରୁରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ… ନିବେଶକ ସମ୍ମିଳନୀରେ ଶିଳ୍ପପତିଙ୍କ ସହ କରିବେ ଆଲୋଚନା… ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ଦେବେ ନିମନ୍ତ୍ରଣ… ସଂଧ୍ୟାରେ ଶିଳ୍ପପତି ସମ୍ମିଳନୀକୁ ସମ୍ବୋଧନ କରିବେ ମୁଖ୍ୟମନ୍ତ୍ରୀ… ରାଜ୍ୟରେ ନିବେଶ ପାଇଁ ଆସିପାରନ୍ତି ଶିଳ୍ପପତି…

(୪) ଆସୁଛନ୍ତି ମା’… ସଜେଇ ହେଲାଣି ଧରଣୀ… କାଶତଣ୍ଡି ଫୁଲରେ ଝଲସିଲାଣି ନଦୀ ପଠା… ମା’ ଜଗତଜନନୀଙ୍କ ଆରାଧନା ପାଇଁ ସବୁଠି ଉତ୍ସବମୁଖର… ଶକ୍ତିପୀଠ ମାନଙ୍କରେ ଚାଲିଛି ନବରାତ୍ର ପୂଜା… ଷଡଶୀ ବେଶରେ ଦର୍ଶନ ଦେଉଛନ୍ତି କଟକ ଚଣ୍ଡୀ… ସେପଟେ ଗଡ଼ଚଣ୍ଡୀ ବେଶରେ ମା’ ନାରାୟଣୀ ଦେଉଛନ୍ତି ଦର୍ଶନ…

(୫) ନଜର ଆସିଲେ ଚୀନ ରାଷ୍ଟ୍ରପତି… ଗୃହବନ୍ଦୀ ଚର୍ଚ୍ଚାର ପଡ଼ିଲା ପୂର୍ଣ୍ଣଚ୍ଛେଦ… କମ୍ୟୁନିଷ୍ଟ ପାର୍ଟିର କାର୍ଯ୍ୟକ୍ରମରେ ଜିନପିଙ୍ଗଙ୍କ ମିଳିଲା ଦେଖା… ପୂର୍ବରୁ ଜିନପିଙ୍ଗଙ୍କ ଗୃହବନ୍ଦୀ ନେଇ ହେଉଥିଲା ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା… ହେଲେ ପିଲଏର ଅଧ୍ୟକ୍ଷ ପଦରୁ ଜିନପିଙ୍ଗଙ୍କୁ ହଟାଯାଇଥିବା ଅନୁମାନ…

(୬) ପିଏଫଆଇକୁ ନେଇ ବଡ଼ ଖବର… ୫ ବର୍ଷ ପାଇଁ ପିଏଫଆଇ ଉପରେ ପ୍ରତିବନ୍ଧକ ଲଗାଇଲା ଗୃହ ମନ୍ତ୍ରାଳୟ… ଗତକାଲି ବିଭିନ୍ନ ସ୍ଥାନରେ ରେଡ୍ କରିଥିଲା ଏନଆଇଏ… ୧୭୦ ଜଣ ପିଏଫଆଇ ସଦସ୍ୟଙ୍କୁ ଉଠାଇ ନେଇଥିଲା ଟିମ୍‌… ଦେଶବିରୋଧୀ କାର୍ଯ୍ୟକଳାପରେ ସାମିଲ ଥିବା ନେଇ ମିଳିଥିଲା ସୂଚନା….

Hot this week

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

Related Articles

Popular Categories