କେନ୍ଦ୍ରୀୟ ଡେପୁଟେସନ୍ରେ ଯିବେ ଡିଏସ୍ କୁଟ୍ଟେ.. କେନ୍ଦ୍ର ସରକାରଙ୍କ ପକ୍ଷରୁ ଓଡ଼ିଶା ମୁଖ୍ୟ ଶାସନ ସଚିବଙ୍କୁ ଚିଠି..
କଟକ ବିଡ଼ାନାସୀ ଅଞ୍ଚଳରେ ଅଘଟଣ.. ଡ୍ରେନ୍ କାମ ଚାଲିଥିବାବେଳେ ପାଚେରୀ ଭୁଷୁଡ଼ି ଜଣେ ଶ୍ରମିକଙ୍କ ମୃତ୍ୟୁ.. ଜଣେ ଗୁରୁତର, ୩ ଆହତ..
ବିଦ୍ରୋହୀଙ୍କ କବଜାରେ ସିରିୟା.. ରାଷ୍ଟ୍ରପତି ବଶର ଅଲ ଅସଦଙ୍କ ୨୪ ବର୍ଷ ଶାସନର ଘଟିଲା ଅନ୍ତ..
ବରଗଡ଼ ସୋହେଲାରେ ଚାଷୀଙ୍କୁ ଇନ୍ପୁଟ୍ ସହାୟତା ପ୍ରଦାନ.. ଖାତାକୁ ଗଲା ୮୦୦ ଟଙ୍କାର ଇନ୍ପୁଟ ସହାୟତା..
ଆଡିଲେଡ୍ ଟେଷ୍ଟ ହାରିଲା ଭାରତ.. ୧୦ ଓ୍ବିକେଟରେ ଦ୍ଵିତୀୟ ଟେଷ୍ଟ ମ୍ୟାଚ୍ ଜିତିଲା ଅଷ୍ଟ୍ରେଲିଆ..
ରେଭେନ୍ସା ବିଶ୍ବବିଦ୍ୟାଳୟରେ ଛାତ୍ର ଆକ୍ରମଣ, ୧ ଗିରଫ..
ଚଳିତ ଆର୍ଥିକ ବର୍ଷରୁ ଆୟୁଷ୍ମାନ ଓ ଗୋପବନ୍ଧୁ ସ୍ବାସ୍ଥ୍ୟକାର୍ଡ.. କହିଲେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ..
ଜମ୍ମୁ କାଶ୍ମୀର ଉଦ୍ଦମପୁର ନିକଟରେ ପୁଲିସ ବସ୍ ଭିତରୁ ଦୁଇ ପୁଲିସ କର୍ମଚାରୀଙ୍କ ମୃତଦେହ ଉଦ୍ଧାର.. ପରସ୍ପର ମଧ୍ୟରେ ଝଗଡାରୁ ଏକେ ୪୭ ରାଇଫଲରେ ଗୁଳିକାଣ୍ଡ ସନ୍ଦେହ.. ଅନ୍ୟ ଜଣେ ଆହତ ସୂଚନା..



