www.samajalive.in
Thursday, December 11, 2025
15.1 C
Bhubaneswar

ସନ୍ଧ୍ୟା ୬ଟା ମୁଖ୍ୟ ଖବର

ପ୍ରେମିକାଙ୍କୁ ପାଇବା ପାଇଁ ଥାନାରେ ଆତ୍ମାହୂତି ଉଦ୍ୟମ କଲେ ପ୍ରେମିକ.. ବଲାଙ୍ଗିର ଜିଲା ତୁରେକେଲା ଥାନା ପରିସରରେ ଘଟିଛି ଘଟଣା..

ଡକ୍ଟର ହରିନୀ ଅମରସୁରୀୟା ଶ୍ରୀଲଙ୍କାର ନୂଆ ପ୍ରଧାନମନ୍ତ୍ରୀ..

- Advertisement -

ଏଥର ମଦ ଓ ପ୍ଲାଷ୍ଟିକ୍ ମୁକ୍ତ ଦୁର୍ଗାପୂଜାକୁ ଗୁରୁତ୍ୱ.. କମିଶନରେଟ ପୁଲିସ ପକ୍ଷରୁ କଟକଣା ଜାରି..

ତିରୁପତି ଲଡୁ ବିବାଦ.. ୪ଦିନରେ ବିକ୍ରି ହେଲାଣି ୧୪ଲକ୍ଷ ଲଡ଼ୁ..

ମୋଦୀଙ୍କୁ ଭେଟିଲେ ଜେ‌‌ଲେନକ୍ସି.. ରୁଷ-ୟୁକ୍ରେନ ଅସ୍ତ୍ରବିରତି ନେଇ ଆଲୋଚନା..

ଗିରଫ ହେଲେ ନକଲି କ୍ଷୀର କମ୍ପାନୀ ‘ରୋହିଣୀ’ ମାଲିକ ପ୍ରଦୀପ୍ତ ପରିଡ଼ା..

ଭରତପୁର ଥାନାରେ ଲାଗିଲା ୧୬ଟି ସିସିଟିଭି..

ଜମି ଦୁର୍ନୀତି ମାମଲାରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୟାଙ୍କ ଆବେଦନକୁ ଖାରଜ କଲେ ହାଇକୋର୍ଟ.. ସିଦ୍ଧରମୟାଙ୍କ ଆବେଦନ ଖାରଜ ପରେ ଇସ୍ତଫା ଦାବି କଲା ବିଜେପି..

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ.. ପ୍ରଭାବରେ ରାଜ୍ୟରେ ଲାଗି ରହିବ ବର୍ଷା..

ରାଜ୍ୟର ବିଭିନ୍ନ ସ୍ଥାନକୁ ବର୍ଷା ଆଲର୍ଟ..

ଆଜି ପାଇଁ ୧୫ ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ୟେଲୋ ସତର୍କତା ଜାରି କଲା ପାଣିପାଗ ବିଭାଗ..

ରାଜ୍ୟରେ ୨୭ ତାରିଖ ଯାଏଁ ପ୍ରବଳ ବର୍ଷା ସମ୍ଭାବନା..

ପୁରୀ : ଆବଶ୍ୟକ ପଡିଲେ ଶ୍ରୀମନ୍ଦିରରେ ବ୍ୟବହୃତ ହେଉଥିବା ଘିଅର ମାନ ଯାଞ୍ଚ ହେବ – ଜିଲ୍ଲାପାଳ..

କେନ୍ଦ୍ରାପଡା : ଗୋଆକୁ ଦାଦନ ଖଟିବାକୁ ଯାଇଥିବା ଯୁବକ ମୃତ, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ..

ଆଠଗଡ: ସ୍କୁଲରେ ବଜ୍ରପାତ, ଅଳ୍ପକେ ବର୍ତ୍ତିଗଲେ ପିଲା, ଟିଭି, ଫ୍ୟାନ୍‌, ବୈଦ୍ୟୁତିକ ଉପକରଣ ନଷ୍ଟ, ପାଚିକା ଗୁରୁତର..

ଜାତିସଂଘରୁ ବିଶ୍ଵ ସମୁଦାୟକୁ ଶାନ୍ତି ପାଇଁ ଆହ୍ବାନ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ: କହିଲେ ମାନବତାର ସଫଳତା ଯୁଦ୍ଧ କ୍ଷେତ୍ରରେ ନୁହେଁ , ବରଂ ଆମ ସମୃଦ୍ଧ ଏକତାରେ ରହିଛି, ବୈଷୟିକ ଜ୍ଞାନକୌଶଳ ନିରାପଦ ଓ ଦାୟିତ୍ଵବାନ୍ ବ୍ୟବହାରକୁ ବି ଦେଲେ ଗୁରୁତ୍ଵ..

ସୋମବାରଠୁ ଚାଲିଛି କ୍ୟାପିଟାଲ ହସ୍ପିଟାଲ ସଫେଇ କର୍ମଚାରୀଙ୍କ ଆନ୍ଦୋଳନ..

ପୂଜା ବୋନସ ସହ ୨୬ ଦିନ ବଦଳରେ ୩୦ ଦିନର ଦରମା ଦାବିରେ ନିର୍ଦେଶକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା, ଚାରିଆଡେ ପଡିରହିଛି ଆବର୍ଜନା, ଦୁର୍ଗନ୍ଧରେ ଫାଟୁଛି ହସ୍ପିଟାଲ..

 

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories