www.samajalive.in
Saturday, December 6, 2025
26.1 C
Bhubaneswar

ସନ୍ଧ୍ୟା ୬ଟା ମୁଖ୍ୟ ଖବର

ମଣିପୁରର ପୂର୍ବତନ ମୁଖ୍ୟମନ୍ତ୍ରୀ ମୈରେମ୍ବମ୍ କୋଇରେଙ୍ଗଙ୍କ ଘର ନିକଟରେ ରକେଟ୍‌ ମାଡ଼.. ଜଣେ ମୃତ, ୫ ଆହତ..

ଚୀନର ହାଇନାନରେ ସ୍ଥଳଭାଗ ଛୁଇଁଲା ମହାବାତ୍ୟା ୟାଗି.. ୪ ଲକ୍ଷ ଲୋକ ସ୍ଥାନାନ୍ତର..

- Advertisement -

ଜମ୍ମୁ-କଶ୍ମୀର ପାଇଁ ବିଜେପିର ଇସ୍ତାହାର.. ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଜାରି କଲେ ଇସ୍ତାହାର.. ଧାରା ୩୭୦ ଏବେ ଇତିହାସ ଓ ଏହା କେବେହେଲେ ଫେରିବ ନାହିଁ ବୋଲି କହିଲେ ଶାହ..

ପାରା ଅଲିମ୍ପିକ୍ସରେ କମାଲ କଲେ ପ୍ରବୀଣ କୁମାର.. ଭାରତ ପାଇଁ ଜିତିଲେ ସ୍ୱର୍ଣ୍ଣ.. ପୁରୁଷ ଉଚ୍ଚ ଡିଆଁର ଟି ୬୪ ବର୍ଗରେ ଦେଶ ପାଇଁ ଏପରି ସଫଳତା ଆଣିଲେ ପ୍ରବୀଣ..

ପାଇଖାନା ଟାଙ୍କିରେ ଶ୍ୱାସରୁଦ୍ଧ ହୋଇ ୨ ମୃତ, କଟକ ତ୍ରିଶୁଳିଆର ଏକ ଆପାର୍ଟମେଣ୍ଟରେ ଚାଲିଥିଲା କାମ..

ରାଜ୍ୟସଭାରୁ ଇସ୍ତଫା ଦେଇ ବିଜେପିରେ ମିଶିଲେ ସୁଜିତ କୁମାର.. ଦଳରୁ ବହିଷ୍କାର କଲେ ବିଜେଡି ସଭାପତି ନବୀନ ପଟ୍ଟନାୟକ.. ୨୦୨୦ରେ ବିଜେଡି ପକ୍ଷରୁ ରାଜ୍ୟସଭାକୁ ଯାଇଥିଲେ ସୁଜିତ କୁମାର..

ଭାରତୀୟ ଷ୍ଟକବଜାରରେ ବଡ଼ ଧରଣର ହ୍ରାସ.. ନିବେଶକ ହରାଇଲେ ୫ ଲକ୍ଷ କୋଟି..

ନୂଆପଡ଼ା ତରବୋଡ଼ ନବୋଦୟ ବିଦ୍ୟାଳୟରେ ରାଗିଂ.. ୨୨ ଛାତ୍ରଙ୍କୁ ମାଡ଼ ଅଭିଯୋଗ..

ଭିଜିଲାନ୍ସ ଜାଲରେ କଳାହାଣ୍ଡି ଜିଲା ଟି. ରାମପୁର ଗୋପାଳପୁର ଏସଏସଡି ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ, ଚାକିରି ଦେବା ନାଁରେ ୧୦ ହଜାର ଲାଞ୍ଚ ନେଉଥିବାବେଳେ ଧରିଲା ଭିଜିଲାନ୍ସ..

କଂଗ୍ରେସରେ ସାମିଲ ହେଲେ କୁସ୍ତି ଯୋଦ୍ଧା ବିନେଶ ଫୋଗତ ଓ ବଜରଙ୍ଗ ପୁନିଆ..

ଭିଜିଲାନ୍ସ ଜାଲରେ କେନ୍ଦୁଝର ଜେଲ୍ ଅଧୀକ୍ଷକ ସତ୍ୟପ୍ରକାଶ ସ୍ଵାଇଁ.. ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ବିଭାଗ ପକ୍ଷରୁ ସ୍ଵାଇଁଙ୍କ ବିଭିନ୍ନ ଠିକଣାରେ ଚଢାଉ..

Hot this week

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

Related Articles

Popular Categories