ସନ୍ଧ୍ୟା ୬ଟା ମୁଖ୍ୟ ଖବର

ଭୁବନେଶ୍ବରରେ ମୋଦୀଙ୍କ ରୋଡ୍ ଶୋ.. ୧୨ ତାରିଖ ବୁଧବାର ସନ୍ଧ୍ୟାରେ ମୋଦୀଙ୍କ ରୋଡ୍ ଶୋ.. ଜୟଦେବ ବିହାରରୁ ଜନତା ମଇଦାନ ପର୍ଯ୍ୟନ୍ତ ରୋଡ୍ ଶୋ କରିବେ ମୋଦୀ.. ରୋଡ୍ ଶୋ କରି ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ସମାରୋହକୁ ଆସିବେ..

ରାଜନୀତି ଛାଡ଼ିଲେ ପାଣ୍ଡିଆନ.. ଭିଡିଓ ବାର୍ତ୍ତା ଜରିଆରେ ସକ୍ରିୟ ରାଜନୀତିରୁ ଅବସର ଘୋଷଣା କଲେ ଭିକେ ପାଣ୍ଡିଆନ..

ପ୍ରତ୍ୟକ୍ଷ ରାଜନୀତିରୁ ଅବସର ନେଲେ ଅଚ୍ୟୁତ ସାମନ୍ତ..

ଜୁନ୍ ୧୭ରେ ଖୋଲିବ ସ୍କୁଲ.. ସପ୍ତାହେ ପୂର୍ବରୁ ହେବ ପ୍ରସ୍ତୁତି.. ଶ୍ରେଣୀ ଗୃହରୁ ନେଇ ଶୌଚାଳୟ ପରିଷ୍କାର କରିବାକୁ ସମସ୍ତ ଡିଇଓଙ୍କୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ନିର୍ଦେଶ..

ସାମ୍ନାକୁ ଆସିଲା ‘କଳ୍କି ୨୮୯୮ ଏଡି’ର ନୂଆ ପୋଷ୍ଟର, ନିଆରା ଅବତାରରେ ଦୀପିକା

ନୂଆଦିଲ୍ଲୀ: ଜେଇଇ ଆଡ୍‌‌ଭାନ୍ସଡ ଫଳ ପ୍ରକାଶ.. ମୋଟ ୩୬୦ ନମ୍ବରରୁ ୩୫୫ ନମ୍ବର ରଖି ବେଦ ଲାହୋଟି ସର୍ବଭାରତୀୟ ଟପ୍ପର.. ୩୪୬ ନମ୍ବର ସହିତ ୨ୟ ସ୍ଥାନରେ ଆଦିତ୍ୟ..

ଓଡ଼ିଶାରେ ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ତାରିଖ ଘୁଞ୍ଚିଲା.. ଜୁନ ୧୦ ତାରିଖ ବଦଳରେ ୧୨ ତାରିଖରେ ହୋଇପାରେ ଶପଥ ଗ୍ରହଣ ସମାରୋହ..

ବାଲେଶ୍ଵର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଶିଶୁ ପୁତ୍ର ଚୋରି ଅଭିଯୋଗ.. ପ୍ରସୂତୀ ବିଭାଗରୁ ଜଣେ ମହିଳା ଚୋରି କରିନେଇଥିବା ଅଭିଯୋଗ..

ଜୁନ୍ ୧୦ରେ ଶପଥ ନେବେ ସିକ୍କିମ ମୁଖ୍ୟମନ୍ତ୍ରୀ ପ୍ରେମ ସିଂହ ତମାଙ୍ଗ..

Comments are closed.