www.samajalive.in
Saturday, December 6, 2025
26.1 C
Bhubaneswar

ସନ୍ଧ୍ୟା ୬ଟା ମୁଖ୍ୟ ଖବର

ଅଯୋଧ୍ୟା: ରାମଲାଲାଙ୍କ ବିଗ୍ରହ ଚୟନ ଚୂଡ଼ାନ୍ତ.. କର୍ଣ୍ଣାଟକ ମହୀଶୂରର ପ୍ରସିଦ୍ଧ ଭାସ୍କର୍ଯ୍ୟ ଶିଳ୍ପୀ ଅରୁଣ ଯୋଗୀରାଜଙ୍କ ଦ୍ବାରା ନିର୍ମିତ ବିଗ୍ରହକୁ ଚୂଡ଼ାନ୍ତ କରାଯାଇଥିବା ସୂଚନା..

ଏଣିକି ପଞ୍ଚାୟତର ଚାଷୀଙ୍କ ପାଖରେ ପହଞ୍ଚିବ ଆଗୁଆ ପାଣିପାଗ ସୂଚନା..  ନିଜ ନିଜ ଭାଷାରେ ପାଇପାରିବେ ପାଣିପାଗ ଖବର.. ଏନେଇ ପଞ୍ଚାୟତ ମୌସମ ସେବା ‘ପିଏମ୍‌ଏସ୍‌’ ଆପର ଶୁଭାରମ୍ଭ କଲେ ଉପରାଷ୍ଟ୍ରପତି ଜଗଦିପ ଧନଖଡ଼..

- Advertisement -

ବିଧାୟକଙ୍କ ଅଯୋଗ୍ୟତା ପ୍ରସଙ୍ଗ.. ସୁପ୍ରିମକୋର୍ଟରେ ପହଞ୍ଚିଲା ଉଦ୍ଧବ ଗୋଷ୍ଠୀ..

ଅମିତ ଶାହଙ୍କ ବଡ଼ଭଉଣୀ ରାଜେଶ୍ବରୀବେନ୍‌ଙ୍କ ପରଲୋକ.. ଗୃହମନ୍ତ୍ରୀଙ୍କ ସମସ୍ତ କାର୍ଯ୍ୟକ୍ରମ ବାତିଲ..

‘କ୍ରିକେଟ୍‌ର ଭଗବାନ’ ବି ହେଲେ ଡିପ୍‌ଫେକ୍‌ର ଶିକାର.. ତ୍ବରିତ କାର୍ଯ୍ୟାନୁଷ୍ଠାନ ଦାବି କଲେ ତେନ୍ଦୁଲକର..

ଲାକ୍ଷାଦ୍ବୀପ ଫଟୋ ନେଇ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଅପମାନ ପ୍ରସଙ୍ଗ.. ଥାନାରେ ମାମଲା ରୁଜ୍ଜୁ..

ପରିକ୍ରମା ପ୍ରକଳ୍ପ.. ଉତ୍ସବମୁଖର ଶ୍ରୀକ୍ଷେତ୍ର.. ମନ୍ତ୍ରଧ୍ୱନିରେ ପ୍ରକମ୍ପିତ ବଡଦାଣ୍ଡ..

ପୁରୀରେ ସୁରକ୍ଷା ନେଇ ସ୍ଥିତି ଅନୁଧ୍ୟାନ ପରେ ଡିଜିପିଙ୍କ ସୂଚନା.. ପର୍ଯ୍ୟାପ୍ତ ସୁରକ୍ଷା ବ୍ୟବସ୍ଥା.. ଆଇଜି କେନ୍ଦ୍ରାଞ୍ଚଳ ଓ ଏସପି ତଦାରଖ କରିବେ..

ବାଲେଶ୍ୱର : ଏଟିଏମ ତାଡି ଲୁଟ୍‌‌ ଘଟଣାରେ ୫ ଲୁଟେରା ଗିରଫ.. ହରିୟାଣା ମୋୱାଦରୁ ୫ ଜଣଙ୍କୁ ଗିରଫ କଲା ବାଲେଶ୍ୱର ପୁଲିସ..

ପରଲୋକରେ ସୁପ୍ରସିଦ୍ଧ ଊର୍ଦ୍ଦୁ କବି ମୁନବ୍ବର ରାଣା.. ଦୀର୍ଘଦିନ ଧରି କିଡନୀ ରୋଗରେ ଥିଲେ ପୀଡିତ..

ଲହୁଣିପଡା : ଦୁର୍ଘଟଣାରେ ଶଳା, ଭିଣୋଇଙ୍କ ମୃତ୍ୟୁ.. ଦଲମକୁଚା ଘାଟିରେ ବାଇକକୁ ପିଟିଲା ହାଇୱା..

ରାଜସ୍ଥାନ ସିକରରେ ଦୁଇ କାର୍ ମୁହାଁମୁହିଁ ଧକ୍କା , ୬ ମୃତ..

ତାଞ୍ଜାନିଆରେ ଏକ ଖଣିରେ ଭୂସ୍ଖଳନ , ୨୨ ମୃତ..

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲାଗି ଚଳଚଞ୍ଚଳ ଶ୍ରୀକ୍ଷେତ୍ର.. ଆଜିଠାରୁ ମହାଯଜ୍ଞ..

ପବିତ୍ର ମକର ସଂକ୍ରାନ୍ତି: ପୁରୀ ଶ୍ରୀମନ୍ଦିରରେ ମକରଚୌରାଶୀ ବେଶରେ ଶ୍ରୀଜିଉଙ୍କୁ ଦର୍ଶନ..

ବରଗଡରେ ଆଜିଠୁ କଂସ ରାଜୁତି.. ଆରମ୍ଭ ହେବ ଧନୁଯାତ୍ରା..

ଆଉ ୪ରୁ ୫ଦିନ ଘନ କୁହୁଡି ନେଇ ଆଇଏମଡିର ପୂର୍ବାନୁମାନ..

କଟକରେ ଚାଇନା ଗୁଡି ସୂତା ଲାଗି ଦୁଇ ବାଇକ୍ ଆରୋହୀ ଆହତ..

Hot this week

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

Related Articles

Popular Categories