www.samajalive.in
Saturday, December 6, 2025
26.1 C
Bhubaneswar

ସନ୍ଧ୍ୟା ୬ଟା ମୁଖ୍ୟ ଖବର

ଜାତୀୟ କ୍ରୀଡ଼ା ପୁରସ୍କାର-୨୦୨୩ ଘୋଷଣା.. ଦୁଇ କ୍ରୀଡ଼ାବିତ୍ ପାଇବେ ମେଜର ଧ୍ୟାନଚାନ୍ଦ ଖେଳରତ୍ନ ପୁରସ୍କାର.. ବ୍ୟାଡମିଣ୍ଟନ ଖେଳାଳି ଚିରାଗ ଚନ୍ଦ୍ରଶେଖର ସେଟ୍ଟୀ ଏବଂ ରାଙ୍କି ରେଡ୍ଡୀ ସାତ୍ତ୍ୱିକ ସାଇରାଜ ପାଇବେ ଖେଳରତ୍ନ ପୁରସ୍କାର..

୨୬ ଖେଳାଳିଙ୍କୁ ମିଳିବ ସମ୍ମାନଜନକ ଅର୍ଜ୍ଜୁନ ପୁରସ୍କାର.. କ୍ରିକେଟର ମହମ୍ମଦ ସାମି ପାଇବେ ଅର୍ଜ୍ଜୁନ ପୁରସ୍କାର.. ୫ କୋଚଙ୍କୁ ଦ୍ରୋଣାଚାର୍ଯ୍ୟ ଓ ୩ କୋଚଙ୍କୁ ଜୀବନବ୍ୟାପି ସମ୍ମାନ.. ୩ ବିଶ୍ୱବିଦ୍ୟାଳୟ ପାଇବ ମୌଳାନା ଅବୁଲ କଲାମ ଆଜାଦ ଟ୍ରଫି.. ଜାନୁଆରୀ ୯ ତାରିଖରେ ପୁରସ୍କାର ପ୍ରଦାନ କରିବେ ରାଷ୍ଟ୍ରପତି..

- Advertisement -

ଭୁବନେଶ୍ୱରରେ ୫୦୭ଟି ଧାର୍ମିକ ଓ ଗୋଷ୍ଠୀ ପ୍ରକଳ୍ପ ପାଇଁ ୧୫.୨୦ କୋଟି ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ..

ଭିଡ଼ ହିଂସା ପାଇଁ ନୂଆ ଅପରାଧିକ ଆଇନରେ ମୃତ୍ୟୁଦଣ୍ଡ ଦିଆଯିବାର ବ୍ୟବସ୍ଥା ରହିଛି : ଅମିତ ଶାହା..

ଚୀନ ଭୂକମ୍ପ ମୃତ୍ୟୁ ସଂଖ୍ୟା ୧୩୧କୁ ବୃଦ୍ଧି.. ଉଦ୍ଧାର କାର୍ଯ୍ୟ ଜାରି..

୨୪ ଘଣ୍ଟାରେ ସମସ୍ୟା ସମାଧାନ.. କେନ୍ଦ୍ରାପଡା ଜିଲ୍ଲା କେରେଡାଗଡରେ ଜଳଯୋଗାଣର ସୁବ୍ୟବସ୍ଥା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି..

ସ୍ମାର୍ଟ ସିଟି ରାଉରକେଲାରେ ହଇଜା ସଂକ୍ରମଣ ଘଟଣାରେ ଚିନ୍ତା ପ୍ରକାଶ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ.. ହଇଜା ସଂକ୍ରମଣ ରୋକିବା ପାଇଁ କେନ୍ଦ୍ରୀୟ ସଂସ୍ଥାର ସହଯୋଗ ନେବା ପାଇଁ ସେ ଟ୍ୱିଟ୍ କରି କହିଛନ୍ତି..

ସ୍ମାର୍ଟସିଟି ରାଉରକେଲାରେ ମାଡୁଛି ହଇଜା.. ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁଯାୟୀ ୬ ଜଣଙ୍କ ମୃତ୍ୟୁ.. ୧୪ ଶହରୁ ଅଧିକ ଆକ୍ରାନ୍ତ..

ମହାପ୍ରଭୁଙ୍କ ବନକଲାଗି ନୀତି.. ୪ଟାରୁ ରାତି ୮ଟା ସର୍ବ ସାଧାରଣଙ୍କ ଦର୍ଶନ ବନ୍ଦ..

ବିଶିଷ୍ଟ ‌କବି ଆଶୁତୋଷ ପରିଡ଼ା ବର୍ଷ ୨୦୨୩ ପାଇଁ ପାଇବେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର.. ସ୍ବରଚିତ କବିତା ସଂକଳନ ‘ଅପ୍ରସ୍ତୁତ ମୃତ୍ୟୁ’ ପାଇଁ ପାଇବେ ପୁରସ୍କାର..

ଇସ୍ରାଏଲ-ହମାସ ଯୁଦ୍ଧ.. ଗାଜାରେ ଇସ୍ରାଏଲର ଆକ୍ରମଣରେ ୪୫ ମୃତ..

ମିଳିଲା ସରକାରଙ୍କ ପ୍ରତିଶ୍ରୁତି… ଅମଲାଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ସ୍ଥଗିତ..

ଉପରାଷ୍ଟ୍ରପତିଙ୍କୁ ଅପମାନସୂଚକ ଘଟଣାରେ ନିନ୍ଦା କଲେ ରାଷ୍ଟ୍ରପତି.. ଟୁଇଟ ଯୋଗେ ଅସନ୍ତୋଷ ପ୍ରକାଶ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ..

ଥରୁଛି ଓଡିଶା.. ଜି.ଉଦୟଗିରି ସବୁଠାରୁ ଥଣ୍ଡା ସହର..

 

Hot this week

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

Related Articles

Popular Categories