www.samajalive.in
Thursday, December 11, 2025
16.1 C
Bhubaneswar

ସନ୍ଧ୍ୟା ୬ଟା ମୁଖ୍ୟ ଖବର

ବିଷ୍ଣୁଦେଓ ସାଏ ଛତିଶଗଡ଼ ମୁଖ୍ୟମନ୍ତ୍ରୀ.. ବିଧାୟକ ଦଳ ବୈଠକରେ ବିଷ୍ଣୁଦେଓ ସାଏଙ୍କ ନାଁରେ ମୋହର..

ରାଷ୍ଟ୍ରୀୟ ରାଜପୁତ କରଣୀ ସେନା ମୁଖ୍ୟ ସୁଖଦେବ ସିଂହ ଗୋଗାମେଡି ହତ୍ୟା ମାମଲା.. ସତ ଓଗାଳିଲା ହତ୍ୟାକାରୀ, ମିଳିଥିଲା ସୁପାରୀ..

- Advertisement -

ତିନି ବଲିଉଡ ଷ୍ଟାରଙ୍କୁ ନୋଟିସ‌.. ଶାହରୁଖ ଖାନ, ଅକ୍ଷୟ କୁମ‌ାର ଓ ଅଜୟ ଦେବଗନଙ୍କୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ନୋଟିସ୍‌.. ଯଥାଶୀଘ୍ର କାରଣ ଦର୍ଶାଇବାକୁ ନିର୍ଦ୍ଦେଶ..

ପୁତୁରା ଆକାଶ ଆନନ୍ଦଙ୍କୁ ଉତ୍ତରାଧିକାରୀ ଘୋଷଣା କଲେ ବିଏସ୍‌ପି ମୁଖ୍ୟ ମାୟାବତୀ..

ଦନ୍ତା ଆକ୍ରମଣରେ ଗୁରୁତର କଳାହାଣ୍ଡି ନର୍ଲା ରେଞ୍ଜରଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ..

ବଲାଙ୍ଗୀର : ରବିବାର ମଧ୍ୟ ସୁଦପଡାସ୍ଥିତ ମଦ ଭାଟିରେ ଚାଲିଛି ଆୟକର ଚଢାଉ.. ୫ମ ଦିନରେ ମଦ ଭାଟିରେ ଛାନଭିନ୍‌‌ ଜାରି..

ଉତ୍ତରପ୍ରଦେଶ ବରେଲି-ନୈନିତାଲ ଜାତୀୟ ରାଜପଥରେ ମର୍ମନ୍ତୁଦ ସଡକ ଦୁର୍ଘଟଣା.. ୮ ମୃତ..

ସୁବର୍ଣ୍ଣପୁର ଜିଲା ଉଲୁଣ୍ଠା ବ୍ଲକ ସିଂହପାଲି ଗାଁ ନିକଟ ଜଙ୍ଗଲରେ ବାର୍‌‌ହା ଶିକାର ପାଇଁ ବିଛାଯାଇଥିବା ବିଦ୍ୟୁତ୍‌‌ ତାର ସଂସ୍ପର୍ଶରେ ଆସି ଦୁଇ ଶିଶୁଙ୍କ ମୃତ୍ୟୁ..ଅଜା ଗୁରୁତର ..

ପାଣିପାଗ ବିଭାଗର ପୂର୍ବାନୁମାନ.. ଏଣିକି ରାଜ୍ୟରେ ବଢିବ ଶୀତ..

ଇଟାଲିର ଟିବୋଲିରେ ଏକ ହସ୍ପିଟାଲରେ ଅଗ୍ନିକାଣ୍ଡ ..୪ ମୃତ, ଅନେକ ଆହତ..

ଆଜିଠାରୁ ଭାରତ-ଦକ୍ଷିଣ ଆଫ୍ରିକା ୩ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଆରମ୍ଭ..

 

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories