www.samajalive.in
Wednesday, December 10, 2025
16.1 C
Bhubaneswar

ସନ୍ଧ୍ୟା ୬ଟା ମୁଖ୍ୟ ଖବର

ଜମ୍ମୁ-କାଶ୍ମୀରର ପୁଞ୍ଚ ଜିଲ୍ଲାରେ ଥିବା ଡେରା କି ଗଲି(ଡିକେଜି)ରେ ଯବାନମାନଙ୍କୁ ନେଇ ଯାଉଥିବା ଆର୍ମି ଟ୍ରକ୍ ଉପରେ ଆତଙ୍କବାଦୀ ଆକ୍ରମଣ..

ମୁଖ୍ୟ ନିର୍ବାଚନ କମିଶନର ତଥା ଅନ୍ୟାନ୍ୟ ନିର୍ବାଚନ କମିଶନରଙ୍କ ନିଯୁକ୍ତି ବିଲ୍ ଲୋକସଭାରେ ପାରିତ..

- Advertisement -

ଲୋକସଭାରୁ ଆଉ ୩ ସାଂସଦ ନିଲମ୍ବିତ.. ମୋଟ ସଂଖ୍ୟା ୧୪୬ ଛୁଇଁଲା..

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ପାଇଁ ମହାପ୍ରଭୁଙ୍କୁ ଦିଆଗଲା ନିମନ୍ତ୍ରଣ ପତ୍ର..

ଦୁର୍ନୀତି ମାମଲାରେ ତାମିଲନାଡୁ ଶିକ୍ଷାମନ୍ତ୍ରୀ ପୋନମୁଡ଼ୀଙ୍କୁ ୩ ବର୍ଷ ଜେଲ୍‌ ଦଣ୍ଡାଦେଶ..

ଅପେକ୍ଷାର ଅନ୍ତ.. ଅନୁଭବ-ବର୍ଷା ବିବାହ ବିଚ୍ଛେଦ ପାଇଁ ହାଇକୋର୍ଟଙ୍କ ଅନୁମତି..

ଏଣିକି ସଂସଦ ଜଗିବ ସିଆଇଏସଏଫ..

ଗାଡି ଚାଳକଙ୍କୁ ମିଳିବ ମାଗଣା ଚା’ – ପରିବହନ ମନ୍ତ୍ରୀ ଟୁକୁନି ସାହୁ..

ଦିନକ ପରେ କମିବ ଶୀତ .. ବଢିବ କୁହୁଡି.. ଡିସେମ୍ବର ୨୩ ଓ ୨୪ ତାରିଖ ସକାଳେ ପ୍ରବଳ କୁହୁଡି ନେଇ ସତର୍କ ସୂଚନା ଜାରି..

କାମାକ୍ଷାନଗର : ନିଆଁ ପୁଇଁବା ବେଳେ ନିଆଁ ଲାଗି ମହିଳା ଗୁରୁତର.. ବାମ ପଞ୍ଚାୟତ ଚାଉଳିଆ ଝରଣ ଗାଁରେ ନିଆଁ ପୁଇଁବା ବେଳେ ଅଘଟଣ.. ଗୁରୁତର ଅବସ୍ଥାରେ ମହିଳା ଢେଙ୍କାନାଳ ସ୍ଥାନାନ୍ତର..

ଜିଲା ମାନ୍ୟତା ଦାବିରେ ୧୨ ଘଣ୍ଟିଆ କୁଚିଣ୍ଡା ବନ୍ଦ ପାଳନ.. କୁଚିଣ୍ଡା ଜିଲା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ବନ୍ଦ ପାଳନ.. ସକାଳ ୬ରୁ ସନ୍ଧ୍ୟା ୬ଟା ଯାଏଁ ୧୨ ଘଣ୍ଟିଆ ବନ୍ଦ ପାଳନ..

ଦୀର୍ଘ ୧ ଘଣ୍ଟା ପରେ ସ୍ୱଭାବିକ ହେଲା ‘ଏକ୍ସ’.. ସର୍ଭର ଡାଉନ ଯୋଗୁଁ କୌଣସି ପାଠ ଦେଖି ହେଉ ନଥିଲା..

ଡିସ୍‌‌କାଉଣ୍ଟରେ ଗାଡି ଦେବା ନାଁରେ ୪୦ କୋଟି ଠକେଇ ମାମଲା.. ଗଞ୍ଜାମର ଆସିକାର ଦମ୍ପତିଙ୍କୁ ଅଟକ ରଖିଲା କମିଶନରେଟ୍‌‌ ପୁଲିସ..

ରାଜ୍ୟରେ ଜାରି ରହିଛି ଅସହ୍ୟ ଜାଡ.. ୧୦ ଡିଗ୍ରୀ ତଳେ ୧୬ ସହରର ରାତି ତାପମାତ୍ରା ରେକର୍ଡ..

ଭିଜିଲାନ୍ସ ଜାଲରେ ଫସିଲେ ମୁଖ୍ୟ ଯୋଗାଣ ଅଧିକାରୀ ପ୍ରଶାନ୍ତ ଗନ୍ତାୟତ..

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories