www.samajalive.in
Monday, December 8, 2025
27.1 C
Bhubaneswar

ସନ୍ଧ୍ୟା ୬ଟା ମୁଖ୍ୟ ଖବର

ମାଲକାନଗିରିର ବିଭିନ୍ନ ସ୍ଥାନରେ କାଳବୈଶାଖୀ ତାଣ୍ଡବ.. ନିର୍ମାଣାଧୀନ ଏୟାରଷ୍ଟ୍ରିପ୍ ପାଚେରୀ ଭାଙ୍ଗିଲା.. ୨ ଶ୍ରମିକ ଗୁରୁତର.. ଶ୍ରମିକମାନେ କାମ କଲା ବେଳେ ପବନ ମାଡ଼ରେ ପାଚେରୀ ଭାଙ୍ଗିଲା..

ଛତ୍ରପୁର ନିକଟ ସମୁଦ୍ରରେ ନିଖୋଜ ଛାତ୍ରୀଙ୍କ ମୃତଦେହ ଉଦ୍ଧାର.. ଆଜି ସମୁଦ୍ରରେ ଗାଧୋଇବା ବେଳେ ୬ ଛାତ୍ରୀ ଭାସି ଯାଇଥିଲେ.. ୪ ଜଣଙ୍କୁ ଲୋକେ ଉଦ୍ଧାର କରିଥିଲେ,୨ ଜଣ ବୁଡ଼ି ଯାଇଥିଲେ.. ଛତ୍ରପୁର ନିକଟ ଆର୍ଯ୍ୟପଲ୍ଲୀ ସମୁଦ୍ରରେ ବୁଡ଼ିଯାଇଥିଲେ ଛାତ୍ରୀ.. ଉଦ୍ଧାର ପାଇଁ ଏୟାରକ୍ରାଫ୍ଟ ନିୟୋଜିତ ହୋଇଥିଲା..

- Advertisement -

ଆସନ୍ତାକାଲି ପ୍ରକାଶ ପାଇବ ଓଜେଇଇ ପରୀକ୍ଷା ଫଳ.. ଦିନ ୧୧ଟାରେ ଫଳ ପ୍ରକାଶ କରିବେ ମନ୍ତ୍ରୀ ପ୍ରୀତି ରଞ୍ଜନ ଘଡ଼ାଇ.. www.ojee.nic.in ରେ ଉପଲବ୍ଧ ହେବ ରେଜଲ୍ଟ..

ଅଗ୍ରସର ହେଉଛି ମୌସୁମୀ ବାୟୁ.. ଆଜି ଦକ୍ଷିଣ ଆରବ ସାଗରର କିଛି ଅଞ୍ଚଳ, ମାଳଦୀପ-କୋମୋରିନର କିଛି ଅଂଶ, ଦକ୍ଷିଣ ତଥା ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରର ଆହୁରି ଅନେକ ଅଞ୍ଚଳକୁ ଅଗ୍ରସର ହୋଇଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ..

ଜଳୁଛି ପଶ୍ଚିମ ଓଡ଼ିଶା.. ଦିନ ୨ଟା ୩୦ ସୁଦ୍ଧା ୪୨ ଡିଗ୍ରୀ ପାର୍‌‌ ସମ୍ବଲପୁର..

କମିଲା ବ୍ୟବସାୟିକ ଗ୍ୟାସ ସିଲିଣ୍ଡର ଦର..

ପୂର୍ବତନ ଚମ୍ପୁଆ ବିଧାୟକ ତଥା ଖଣି ମାଲିକ ଜିତୁ ପଟ୍ଟନାୟକଙ୍କ ବିଭିନ୍ନ ଠିକଣାରେ ଆୟକର ବିଭାଗର ଚଢାଉ..

ଟିଟିଲାଗଡ଼ ଭୁଷଲାଡରେ ଛିଣ୍ଡିଗଲା ବିଦ୍ୟୁତ ତାର .. ନାବାଳକ ମୃତ..

ଦୁଇ ସପ୍ତାହରେ ଅଙ୍ଗନବାଡ଼ି ନିଷ୍ପତ୍ତି ନେବାକୁ ରାଜ୍ୟ ସରକାରଙ୍କୁ ନିର୍ଦେଶ ଦେଲେ ହାଇକୋର୍ଟ..

କର୍ଣ୍ଣାଟକର ଚାମରାଜନଗରରେ ଭାରତୀୟ ବାୟୁସେନାର ଟ୍ରେନି ବିମାନ ଦୁର୍ଘଟଣାଗ୍ରସ୍ତ.. ଦୁଇ ପାଇଲଟ୍‌ ସୁରକ୍ଷିତ

 

Hot this week

ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

ରାଉରକେଲା: ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ସୁନ୍ଦରଗଡ...

ବିଗ୍ ବସ୍ ୧୯ର ବିଜେତା ହେଲେ ଗୌରବ ଖାନ୍ନା

ସମାଜ ଡିଜିଟାଲ ଡେସ୍କ: ଗୌରବ ଖାନ୍ନା ରିଆଲିଟି ଶୋ ବିଗ୍ ବସ୍...

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

Related Articles

Popular Categories