www.samajalive.in
Saturday, December 13, 2025
26.1 C
Bhubaneswar

ଅପରାହ୍ଣ ୫ଟା ମୁଖ୍ୟ ଖବର

ନିର୍ମାଣାଧୀନ ପାଇଖାନା ଛାତର ଫଲ୍‌ସ ଖୋଲିଲାବେଳେ ୨ ଶ୍ରମିକ ମୃତ, ଖଡ଼ିଆଳ ଲକ୍ଷ୍ମୀ ଛକ ନିକଟ ଏକ ନିର୍ମାଣାଧୀନ ପାଇଖାନାରେ ଏଭଳି ଅଘଟଣ ଘଟିଛି, ଶ୍ବାସରୁଦ୍ଧ ଅବସ୍ଥାରେ ଉଦ୍ଧାର ପରେ ୨ ଶ୍ରମିକଙ୍କୁ ହସ୍ପିଟାଲ୍‌ରେ ମୃତ ଘୋଷଣା କଲେ ଡାକ୍ତର…

ପଟ୍ଟାମୁଣ୍ଡାଇ ଆଳି ବ୍ଲକ୍‌ ଏକମାଣିଆ ଗାଁର ୭୦ରୁ ଊର୍ଦ୍ଧ୍ବ ମଇଁଷି ମୃତ, ନଦୀରେ ଭାସୁଛି ୭୦ରୁ ଊର୍ଦ୍ଧ୍ବ ମଇଁଷିଙ୍କ ମୃତଦେହ, ମଇଁଷି ପାଳି ପେଟ ପୋଷୁଥିବା ୪ଟି ପରିବାର ସର୍ବସ୍ବାନ୍ତ…

- Advertisement -

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର, ଉତ୍ତର ଆନ୍ଧ୍ର ଓ ଦକ୍ଷିଣ ଓଡିଶା ଉପକୂଳସ୍ଥ ସମୁଦ୍ର ମଧ୍ୟରେ ଲଘୁଚାପ କ୍ଷେତ୍ର, ୨୪ ଘଣ୍ଟାରେ ଅଧିକ ଘନୀଭୂତ ହୋଇ ଅବପାତ ସମ୍ଭାବନା…

ଜମ୍ମୁ-କାଶ୍ମୀରର କାଠୁଆରେ ରବିବାର ସକାଳେ ବାଦଲଫଟା ବର୍ଷା, ବର୍ତ୍ତମାନ ସୁଦ୍ଧା ୭ ଜଣଙ୍କ ମୃତ୍ୟୁ, ଏବେ ବି ଅନେକ ଫସିଛନ୍ତି…

ଭାରତୀୟ ନିର୍ବାଚନ କମିଶନଙ୍କ ଗୁରୁତ୍ବପୂର୍ଣ୍ଣ ସାମ୍ବାଦିକ ସମ୍ମିଳନୀ, ନିର୍ବାଚନ କମିଶନଙ୍କର କେହି ପକ୍ଷ କିମ୍ବା ବିପକ୍ଷ ଦଳ ନାହାନ୍ତି, ନିର୍ବାଚନ କମିଶନ କୌଣସି ଦଳ ପାଇଁ ପକ୍ଷପାତିତା କରନ୍ତି ନାହିଁ ବୋଲି କହିଲେ ଜ୍ଞାନେଶ କୁମାର…

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

Related Articles

Popular Categories