www.samajalive.in
Wednesday, December 10, 2025
16.1 C
Bhubaneswar

ଅପରାହ୍ନ ୪ଟା ମୁଖ୍ୟ ଖବର

ଜଗତସିଂପୁର କୁଜଙ୍ଗ ଥାନାର ପୂର୍ବତନ ଆଇଆଇସି ତପନ ନାହାକ ନିଲମ୍ବିତ.. ହୋମଗାର୍ଡଙ୍କୁ ବିବାହର ପ୍ରତିଶୃତି ଦେଇ ଶାରୀରିକ ସମ୍ପର୍କ ରଖିଥିବା ଅଭିଯୋଗରେ ହେଲା ନିଲମ୍ବନ.. ପୂର୍ବରୁ ୨୦୨୩ ଅଗଷ୍ଟ ମାସରେ ଫିରିଙ୍ଗିଆ ଥାନା ମାମଲାରେ ମଧ୍ୟ ନିଲମ୍ବନ ହୋଇଥିଲେ ପୁଲିସ ଅଧିକାରୀ ତପନ ନାହାକ..

ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ସାଂସଦ ମହୁଆ ମାଜୀଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ, ହସ୍ପିଟାଲରେ ଭର୍ତ୍ତି.. ବାମ ହାତର କଚଟି ହାଡ଼ ଭାଙ୍ଗିଥିବା ସୂଚନା.. ପ୍ରୟାଗରାଜ କୁମ୍ଭରୁ ଫେରିବାବେଳେ ଟ୍ରକକୁ ଧକ୍କା ଦେଇଥିଲା ମହୁଆଙ୍କ କାର.. 

- Advertisement -

ମେ’ ୨ ତାରିଖ ସକାଳ ୭ଟାରେ ଖୋଲିବ କେଦାରନାଥ ଧାମ.. ସେହି ସମୟରୁ ହିଁ ଆରମ୍ଭ ହେବ ଚାରିଧାମ ଯାତ୍ରା.. ମହାଶିବରାତ୍ରିରେ ସ୍ଥିର ହେଲା ତାରିଖ ଓ ସମୟ..

ଭଦ୍ରକର ପ୍ରସିଦ୍ଧ ଶୈବ ପୀଠ ଆରଡ଼ିର ବାବା ଆଖଣ୍ଡଳମଣିଙ୍କ ପୀଠର ଉନ୍ନତୀକରଣ ଲାଗି ୧୦ କୋଟି ଟଙ୍କାର ଅନୁଦାନ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା.. ମହାଶିବରାତ୍ରୀରେ ଆରଡ଼ି ଗସ୍ତ କରି ବାବାଙ୍କ ଦର୍ଶନ କରି ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ..

ମାଓବାଦୀଙ୍କ ସ୍ୱାସ୍ଥ୍ୟ ଶିବିର ଠାବ.. ମାଲକାନଗିରି ସୀମାନ୍ତ ଛତିଶଗଡ଼ର ଚିନ୍ତଲନାର ଜଙ୍ଗଲରେ ସିଆରପିଏଫ, କୋବ୍ରା ଯବାନଙ୍କ ତଲାସି ଅଭିଯାନ ସମୟରେ ସ୍ୱାସ୍ଥ୍ୟ ଶିବିର ଠାବ..

କଟକ ଜିଲ୍ଲା ଆଠଗଡ ଖୁଣ୍ଟୁଣୀ ମହାଲକ୍ଷ୍ମୀପୁର ରାଣୀବଣିଆ ଆଦର୍ଶ କାରାଗାରରେ ସନ୍ଦେହଜନକ ଭାବେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ.. ରାସ୍ତା ଅବରୋଧ କଲେ ଉତ୍ୟକ୍ତ ଲୋକେ..

Hot this week

ବାରବାଟୀରେ ଏକତରଫା ବିଜୟ: ଦକ୍ଷିଣ ଆଫ୍ରିକାର ସର୍ବନିମ୍ନ ସ୍କୋର

କଟକ: କଟକ ବାରବାଟୀ ଷ୍ଟାଡିୟମ୍‌ରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକା ବିପକ୍ଷରେ...

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

Related Articles

Popular Categories