ଶାନ୍ତି ପାଇଁ ନୋବେଲ ପୁରସ୍କାର ୨୦୨୨ ଘୋଷଣା .. ନୋବେଲ ପାଇଁ ବେଲାରୁଷର ମାନବାଧିକାର ପ୍ରବକ୍ତା ଆଲେସ୍ ବାଲିଆସ୍କି … ରୁଷର ମାନବାଧିକାର ସଙ୍ଗଠନ ‘ମେମୋରିଆଲ’ , ୟୁକ୍ରେନ ମାନବାଧିକାର ସଙ୍ଗଠନ ସେଣ୍ଟର ଫର୍ ସିଭିଲ ଲିବର୍ଟିଜ୍ ନାମକ ଦୁଇଟି ସଂସ୍ଥାର ନାମ ଘୋଷଣା ..
ମାରଣାସ୍ତ୍ର ଦେଖାଇ ୭ ଲକ୍ଷ ସହ ୧୫ ଲକ୍ଷ ଟଙ୍କାର ସୁନା ଗହଣା ଲୁଟ.. କାମାକ୍ଷାନଗର ଉପଖଣ୍ଡର ପରଜଙ୍ଗ ଥାନା ସାଦନପଦାରେ ଜଣେ ବ୍ୟବସାୟୀଙ୍କ ଘରୁ ଛଅ ଜଣ ଦୁର୍ବୃତ୍ତ ନଗଦ ୭ ଲକ୍ଷ ଟଙ୍କା ସହ ୧୫ ଲକ୍ଷ ଟଙ୍କାର ସୁନାଗହଣା ଲୁଟ କରି ନେଇଥିବାର ଥାନାରେ ଅଭିଯୋଗ..
ବଲାଙ୍ଗିର ଜିଲା ମୁରିବାହାଲ ବ୍ଲକ ଏପିଓ ସୁଶାନ୍ତ କୁମାର ଦାସ ପୋଖରୀ ମରାମତି କାମରେ ୪୫ ହଜାର ଟଙ୍କା ଲାଞ୍ଚ ନେଇଥିବା ବେଳେ ଗିରଫ କରିଛି ବରଗଡ ଭିଜିଲାନ୍ସ …
ଧାମନଗର : ଧାମନଗର ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି, ଭଦ୍ରକ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ବିଜ୍ଞପ୍ତି ପ୍ରକାଶ ; ଅକ୍ଟୋବର ୧୪ ନାମାଙ୍କନ ଦାଖଲର ଶେଷ ଦିନ
ମୁମ୍ବଇ : ବଲିଉଡ ଜଗତର ବର୍ଷୀୟାନ ଅଭିନେତା ଅରୁଣ ବାଲିଙ୍କ ପରଲୋକ .. ମୃତ୍ୟୁ ବେଳକୁ ତାଙ୍କୁ ୭୯ ବୟସ ବର୍ଷ ହୋଇଥିଲା,ତାଙ୍କ ମୃତ୍ୟୁରେ ସିନେ ଜଗତରେ ଖେଳି ଯାଇଛି ଶୋକର ଛାୟା…



