www.samajalive.in
Saturday, December 6, 2025
26.1 C
Bhubaneswar

ଅପରାହ୍ଣ ୪ଟା ମୁଖ୍ୟ ଖବର

ଭୁବନେଶ୍ବରରେ ଆରମ୍ଭ ହେଲା ୨ ଦିନିଆ ଆନ୍ତର୍ଜାତିକ ମିଲେଟ୍ ସମ୍ମିଳନୀ ..

ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ..

- Advertisement -

ମାଣ୍ଡିଆକୁ ସର୍ବଜନ ଆଦୃତ କରାଇବାରେ ଅଗ୍ରଦୂତ ସାଜିଛି ଓଡିଶା- ମୁଖ୍ୟମନ୍ତ୍ରୀ

୯ ଡିଗ୍ରୀ ତାପମାତ୍ରା ସହ  ଜି. ଉଦୟଗିରି ସବୁଠାରୁ ଥଣ୍ଡା ସହର..

ଭୁବନେଶ୍ୱର : ଟ୍ୱିନ ସିଟିରେ ୨୦ ଡିଗ୍ରୀ ତଳକୁ ଖସିଲା ପାରଦ..

କଟକରେ ତାପମାତ୍ରା ୧୯ ଓ ଭୁବନେଶ୍ୱରର ତାପମାତ୍ରା ୧୮.୫ ଡିଗ୍ରୀ..

ନେତାଙ୍କ ନାଁରେ ଥିବା ମାମଲା ତ୍ୱରିତ ଫଇସଲା କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ..

ସାଂସଦ, ବିଧାୟକଙ୍କ ନାଁରେ ଥିବା ମାମଲାର ତୁରନ୍ତ ବିଚାର ସାରିବାକୁ ନିର୍ଦ୍ଦେଶ ଦେଲେ ..

ମାଲକାନଗିରି : ବିଏସଏଫର କୁମ୍ବିଂ ଅପରେସନ ବେଳେ ବଡ ସଫଳତା..

ମାଓ ଡମ୍ପିଂ ଠାବ କଲା ବିଏସଏଫ..

କେନ୍ଦ୍ରାପଡା : ବେଆଇନ ବାଣ ବ୍ୟବସାୟ ଉପରେ ଚଢାଉ..

ଟାଉନ ଥାନା ନସଡିପୁରରେ ଚଢାଉ କରି ଜବତ କଲା ପୁଲିସ..

ଜମ୍ମୁ କାଶ୍ମୀର ସୋପିଆନର କାଥୋହାଲନ ଅଞ୍ଚଳରେ ଶ୍ରୀନଗରରେ ସୁରକ୍ଷା ବଳ – ଆତଙ୍କବାଦୀ ମୁହାଁମୁହିଁ..

ଜଣେ ଆତଙ୍କବାଦୀ ମୃତ..

ସମ୍ବଲପୁର ସମଲେଶ୍ବରୀ ମନ୍ଦିରର ରୂପାନ୍ତରଣ କାର୍ଯ୍ୟର ସମୀକ୍ଷା କଲେ ୫-ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ..

ଆଜିଠାରୁ ରାଜ୍ୟରେ ବଢ଼ିବ ଶୀତ, ରାତି ତାପମାତ୍ରା ୨ରୁ ୩ ଡିଗ୍ରୀ ହ୍ରାସ ପାଇବା ସମ୍ଭାବନା..

ଲକ୍ଷ୍ମୀ ବସ ଯୋଜନାକୁ ବିରୋଧ କରି ନଭେମ୍ବର ୨୨ରୁ ବିଧାନସଭା ଆଗରେ ଧାରଣା ଦେବେ ଘରୋଇ ବସ ମାଲିକ ସଙ୍ଘ..

ଡିସେମ୍ବର ୧ରୁ ବସ ଧର୍ମଘଟ..

ଦିଲ୍ଲୀରେ ବାୟୁ ପ୍ରଦୂଷଣ ଉଦବେଗଜନକ, ନଭେମ୍ବର ୨୦ରୁ କୃତ୍ରିମ ବର୍ଷା କରାଇବାକୁ ନିଷ୍ପତି..

Hot this week

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

Related Articles

Popular Categories