ବୁଧବାର ମହାପ୍ରଭୁଙ୍କ ବନକଲାଗି ନୀତି..
ଆପାତତଃ ଅପରାହ୍ନ ଘ.୫.୦୦ ଟିକାରୁ ରାତ୍ର ଘ.୯.୦୦ ଟିକା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ..
ବ୍ରହ୍ମପୁର : ହତ୍ୟା ମାମଲାରେ ୮ ଦୋଷୀଙ୍କୁ ଆଜୀବନ ଦଣ୍ଡାଦେଶ ଶୁଣାଇଲେ କୋର୍ଟ..
ସ୍ୱଳ୍ପ ଦୂରଗାମୀ କ୍ଷେପଣାସ୍ତ୍ର ‘ପ୍ରଳୟ’ର ବ୍ୟବହାରିକ ପରୀକ୍ଷଣ ..
ଅବଦୁଲ କଲାମ ଦ୍ୱୀପରୁ ୯ଟା ୫୦ ମିନିଟରେ ପରୀକ୍ଷଣ ହୋଇଛି..
ପୂର୍ବତନ ବାଚସ୍ପତି ମହେଶ୍ବର ମହାନ୍ତିଙ୍କ ପରଲୋକ..
ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ୬୭ ବର୍ଷ ବୟସରେ ପରଲୋକ..
ରାଜଧାନୀରେ ମହିଳାଙ୍କୁ ବୀଭତ୍ସ ହତ୍ୟା..
ଚନ୍ଦକା ଥାନା ଗୋଠପାଟଣାର ଏକ ଜଳଖିଆ ଦୋକାନରେ ହତ୍ୟା..



