ଜୁଲାଇ ୧୩ରେ ଚନ୍ଦ୍ରୟାନ-୩ ହେବ ଲଞ୍ଚ ..
ସୂଚନା ଦେଲେ ଇସ୍ରୋ ଚେୟାରମ୍ୟାନ ଏସ୍ ସୋମନାଥ..
ଗତ ବର୍ଷ ତୁଳନାରେ ଚଳିତ ବର୍ଷ ଡେଙ୍ଗୁ ପଜିଟିଭିଟି ରେଟ୍ କମ୍..
ସୂଚନା ଦେଲେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର..
ବାଲେଶ୍ୱର ଏସ୍ପିଙ୍କ ବାପାମାଆଙ୍କୁ ଲୁଟ୍ ଘଟଣାରେ ୨ ଅଭିଯୁକ୍ତ ଚିହ୍ନଟ..
ପ୍ରେସମିଟ୍ରେ ସୂଚନା ଦେଲେ ଭୁବନେଶ୍ୱର ଡିସିପି ପ୍ରତୀକ ସିଂ..
ନିଶା ନିବାରଣ କେନ୍ଦ୍ରରେ ଝୁଲନ୍ତା ମୃତଦେହ ଉଦ୍ଧାର..
ଇନଫୋସିଟି ଥାନା ନନ୍ଦନବିହାରରେ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି..
ଉପକୂଳ ସମେତ ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା..



