ସୂର୍ଯ୍ୟ ମିଶନ ‘ଆଦିତ୍ୟ-ଏଲ୧’କୁ ନେଇ ଇସ୍ରୋର ବଡ ଘୋଷଣା..
ସେପ୍ଟେମ୍ବର ୨ ଦିନ ୧୧ଟା୫୦ରେ ଲଞ୍ଚ ହେବ ଆଦିତ୍ୟ-ଏଲ୧..
ଜାଭଲିନ୍ ଫିଙ୍ଗାଳି କିଶୋର ଜେନାଙ୍କୁ ୨୫ ଲକ୍ଷ ଟଙ୍କା ପୁରସ୍କାର..
ପୁରସ୍କାର ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ..
ଲିଙ୍ଗରାଜ ମନ୍ଦିରରେ ଜଳଲାଗି ପାଇଁ ଲାଗିଛି କାଉଡିଆଙ୍କ ପ୍ରବଳ ଭିଡ
ନୂଆଦିଲ୍ଲୀ : ରୋଜଗାର ମେଳାରେ ୫୧ ହଜାର ନିଯୁକ୍ତି ପତ୍ର ବାଣ୍ଟିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ..
ବିଭିନ୍ନ ସରକାରୀ ବିଭାଗ ପାଇଁ ଭର୍ଚୁଆଲରେ ନିଯୁକ୍ତି ପତ୍ର ବାଣ୍ଟିଲେ..
ଜାଗା ମିଶନ ଗରିବ ଲୋକଙ୍କୁ ଦେଇଛି ସମ୍ମାନ, ନୂଆ ପରିଚୟ- ମୁଖ୍ୟମନ୍ତ୍ରୀ..
ଜାଗା ମିଶନରେ ୫ଟି ମହାନଗରର ୬୫ ହଜାର ଗରିବ ପରିବାରକୁ ମିଳିଲା ଭୂମି ଅଧିକାର ପ୍ରମାଣ ପତ୍ର..
ପ୍ରଧାନମନ୍ତ୍ରୀ ଜନ-ଧନ ଯୋଜନା ; ୯ ବର୍ଷରେ ଖୋଲିଛି ୫୦ କୋଟିରୁ ଅଧିକ ଆକାଉଣ୍ଟ..
ଭିଜିଲାନ୍ସ ଜାଲରେ ସ୍ପେଶାଲ କ୍ଲାସ କଣ୍ଟ୍ରାକ୍ଟର ..
ସ୍ପେଶାଲ କ୍ଲାସ କଣ୍ଟ୍ରାକ୍ଟର ବିଜୟ ଅଗ୍ରୱାଲଙ୍କୁ ଗିରଫ କଲା ଭିଜିଲାନ୍ସ ..
କାମ ପାଇଁ ପାୱାର ଅଫ୍ ଅଟର୍ଣ୍ଣି ନେଇଥିବା ଦୀପକ ଅଗ୍ରୱାଲ ମଧ୍ୟ ଗିରଫ..



