www.samajalive.in
Thursday, December 11, 2025
16.1 C
Bhubaneswar

ଅପରାହ୍ଣ ୪ଟା ମୁଖ୍ୟ ଖବର

ପୁରୀ ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ପ୍ରସ୍ତୁତି ପର୍ବ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ସୁରେଶ ଚନ୍ଦ୍ର ମହାପାତ୍ର..

ଜାନୁଆରୀ ୧୬ରୁ ଗଡିବ ‘ଜଗନ୍ନାଥ ଏକ୍ସପ୍ରେସ’ ବସ୍ ସେବା..

- Advertisement -

ପୁରୀ ସହ ଯୋଡିହେବ ସବୁ ଜିଲ୍ଲା ମୁଖ୍ୟାଳୟ..

ମାଳତୀପାଟପୁର ବସଷ୍ଟାଣ୍ଡରେ ଏହାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ..

ରାଜ୍ୟ ଖଣି ବିଭାଗ ପକ୍ଷରୁ ଜାରି ବାଲି ଉଠାଣ ବିଜ୍ଞପ୍ତି ଉପରେ ରହିତାଦେଶ ଜାରି କଲେ ଉଚ୍ଚ ନ୍ୟାୟାଳୟ..

ପୂର୍ବରୁ ହାଇକୋର୍ଟଙ୍କ ରହିତାଦେଶ ସତ୍ୱେ ଅତ୍ୟାବଶ୍ୟକ ଦୃଷ୍ଟିରୁ ବିଜ୍ଞପ୍ତି ଜାରି କରିଥିଲା ରାଜ୍ୟ ଖଣି ବିଭାଗ..

ନୂଆବର୍ଷ ହୋର୍ଡ଼ିଂ ବିବାଦ, ପାତରଅନ୍ତର ନ କରି ଅବିଳମ୍ବେ ସବୁ ହୋର୍ଡ଼ିଂ ହଟାଇବାକୁ ବିଏମସି ଓ ପୁଲିସ କମିଶନରଙ୍କୁ ଚିଠି ଲେଖିଲେ ସାଂସଦ ଅପରାଜିତା ଷଡଙ୍ଗୀ..

ଅକ୍ଟୋବର ୭ରୁ ଚାଲିଛି ଇସ୍ରାଏଲ-ହମାସ ଯୁଦ୍ଧ, ୨୩ ହଜାର ୮୪ ଜଣ ମୃତ ଓ ୫୮ ହଜାର ୯୨୬ ଆହତ..

ମାଲକାନଗିରି : ମାଲକାନଗିରି ଏସ୍‌‌ପିଙ୍କ ନିକଟରେ ମହିଳା ମାଓବାଦୀ ପୁଙ୍ଗି ମାଢୀଙ୍କ ଆତ୍ମସମର୍ପଣ..

ପୁଙ୍ଗି ଓଡିଶା ଓ ଛତିଶଗଡ଼ରେ ବହୁ ହିଂସାରେ ଜଡିତ..

ରାଜ୍ୟର ବିଭିନ୍ନ ଥାନାରେ ୪୮ଟି ମାମଲା ରହିଛି..

ରାଜ୍ୟରେ ଘନ କୁହୁଡ଼ି, ପତିତପାବନ ବାନା ଦର୍ଶନରୁ ବଞ୍ଚିତ ଭକ୍ତ..

ରାଜ୍ୟର ବିଭିନ୍ନ ବନାଞ୍ଚଳରେ ପକ୍ଷୀ ଗଣନା..

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories