ବିଜେପିର ବିଧାନସଭା ପ୍ରାର୍ଥୀ ଘୋଷଣା..
ବିଜେଡିର ବିପ୍ଳବ ପାତ୍ରଙ୍କୁୁ ଟକ୍କର ଦେବେ ବିଜେପିର ସିଦ୍ଧାନ୍ତ ମହାପାତ୍ର..
ସ୍ୱର୍ଗଦ୍ୱାରରେ ଶାନ୍ତିଲତା ବାରିକଙ୍କ ଶେଷକୃତ୍ୟ ସମ୍ପର୍ଣ୍ଣ..
୨୦୨୪ ନିର୍ବାଚନ ପାଇଁ ବିଧାନସଭା ପ୍ରାର୍ଥୀ ତାଲିକା ପ୍ରକାଶ କରିଛି ବିଜେପି..
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଲଢିବେ ବିଜେପିର ଶିଶିର ମିଶ୍ର..
ଆଜିଠୁ ସାରା ରାଜ୍ୟରେ ସକାଳୁଆ ସ୍କୁଲ..
୭ଟାରୁ ପୂର୍ବହ୍ନ ୧୧ଟା ୩୦ ଯାଏ ଚାଲିବ ପାଠପଢା..
ଛତିଶଗଡ଼ ପୁଲିସକୁ ବଡ଼ ସଫଳତା: ଯବାନଙ୍କ ଗୁଳିରେ ୪ ମାଓବାଦୀ ନିହତ..
ସକାଳ ସାଢେ ୮ଟା ସୁଦ୍ଧା ୩୨ ଡିଗ୍ରୀ ଛୁଇଁଲା ତାପମାତ୍ରା: ବାଲେଶ୍ବରରେ ସର୍ବାଧିକ ତାପମାତ୍ରା..
କାଜୁ ଜଙ୍ଗଲରୁ ମିଳିଲା ପୂର୍ବତନ ପୁଲିସ୍ କର୍ମଚାରୀଙ୍କ ମୃତଦେହ: ୬ ଦିନ ହେବ ନିଖୋଜ ଥିଲେ..
ରାଜ୍ୟର ୨ ଜିଲାପାଳ ଏବଂ ୫ ଏସ୍ପିଙ୍କ ବଦଳି ନିର୍ଦେଶ ଦେଲେ ନିର୍ବାଚନ କମିଶନ..
୮ ଜିଲ୍ଲାପାଳ ଓ ଏସ୍ପିଙ୍କୁ ନିର୍ବାଚନ କାମ ନଥିବା ସ୍ଥାନକୁ ବଦଳି ନିର୍ଦ୍ଦେଶ..
ବିଧାନସଭା ପାଇଁ ୪୯ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କଲା କଂଗ୍ରେସ ଦଳ..
ପିସିସି ସଭାପତି ଶରତ ପଟ୍ଟନାୟକ ଲଢ଼ିବେ ନୂଆପଡ଼ାରୁ..



