ସାକ୍ଷୀଗୋପାଳ : ସାକ୍ଷୀଗୋପାଳ ମନ୍ଦିର ସିଂହଦ୍ୱାର ସମ୍ମୁଖରେ ସୋମବାର ପୁଲୱାମା ସହିଦମାନଙ୍କୁ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରା ଯାଇଛି। ଜଗଦୀଶ ବିଶ୍ବାଳ, ଚନ୍ଦନ ଘଟୁଆରୀ, ରାଜେଶ ବେହେରା, ଆଲୋକ ବେହେରା, ପ୍ରକାଶ ପରିଡା, ଅଭିଷେକ ବେହେରା, ସୁଜିତ ପ୍ରଧାନ, ସତ୍ୟ ରଂଜନ ସ୍ବାଇଁ ପୁଲୱାମା ସହିଦଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରିବା ସହିତ ଫଟୋଚିତ୍ର ସମ୍ମୁଖରେ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।
Popular Categories



